ବିଦେଶରେ ଗଚ୍ଛିତ ସବୁ କଳାଧନ ମୋଦିଙ୍କ ପୁଞ୍ଜିପତି ବନ୍ଧୁଙ୍କର: ଲାଲୁ ଯାଦବ

ପାଟନା: ବିହାରର ନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି। ବିଭିନ୍ନ ଦଳର ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ସଭାସମିତି ସହିତ ଟ୍ୱିଟରରେ ମଧ୍ୟ ବିଭିନ୍ନ ଦଳର ନେତାଏ ପରସ୍ପରକୁ ଟାର୍ଗେଟ୍ କରୁଛନ୍ତି। ଆଉ ଏହି ଧାରାରୁ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବ ବାଦ୍ ପଡ଼ି ନାହାନ୍ତି। ସେ ଟ୍ୱିଟରରେ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ। ଲାଲୁ କହିଛନ୍ତି, ବିଦେଶରେ ଗଚ୍ଛିତ ସମସ୍ତ କଳାଧନ ମୋଦିଙ୍କ ପୁଞ୍ଜିପତି ବନ୍ଧୁମାନଙ୍କର। ବିଜେପି […]

lalu

lalu

Rakesh Mallick
  • Published: Sunday, 04 October 2015
  • Updated: 04 October 2015, 10:11 AM IST

Sports

Latest News

ପାଟନା: ବିହାରର ନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି। ବିଭିନ୍ନ ଦଳର ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ସଭାସମିତି ସହିତ ଟ୍ୱିଟରରେ ମଧ୍ୟ ବିଭିନ୍ନ ଦଳର ନେତାଏ ପରସ୍ପରକୁ ଟାର୍ଗେଟ୍ କରୁଛନ୍ତି। ଆଉ ଏହି ଧାରାରୁ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବ ବାଦ୍ ପଡ଼ି ନାହାନ୍ତି। ସେ ଟ୍ୱିଟରରେ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ। ଲାଲୁ କହିଛନ୍ତି, ବିଦେଶରେ ଗଚ୍ଛିତ ସମସ୍ତ କଳାଧନ ମୋଦିଙ୍କ ପୁଞ୍ଜିପତି ବନ୍ଧୁମାନଙ୍କର। ବିଜେପି ନେତାଙ୍କର ବି ବିଦେଶରେ କଳାଧନ ରହିଛି। ପ୍ରଧାନମନ୍ତ୍ରୀ ପ୍ରକୃତରେ ବିଦେଶରୁ କଳାଧନ ଫେରାଇ ଆଣିବାକୁ ଚାହୁଁନାହାନ୍ତି।

ଲାଲୁ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ହତାଶ ଓ ନିରାଶ ହୋଇଯାଇଛି। ଦଳୁ ତାର ସମସ୍ତ କଳାଧନକୁ ବିହାର ନିର୍ବାଚନରେ ଲଗାଇ ଦେଇଛି। କନ୍ତୁ ଏଥର ବିହାରରୁ ବିଜେପି ବିଦା ହେବ ନିଶ୍ଚୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story