କମିଲା ବ୍ୟବଧାନ: ଏନଡିଏ-ମହାମେଣ୍ଟ କଡା ଟକ୍କର

ପାଟଣା: ବିହାର ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଗଣତି ପରେ ଏନଡିଏ ନିଜର ସ୍ଥିତି ମଜବୁତ କରିଛି। ଏବେ ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ ୧୧୫ଟି ଆସନରେ ଆଗୁଆ ଥିବାବେଳେ ଏନଡିଏ ୧୨୦ଟି ଆସନରେ ଆଗୁଆ ରହିଛି। ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁଯାୟୀ ଚୂଡ଼ାନ୍ତ ଫଳ ବିଳମ୍ୱିତ ରାତିରେ ପ୍ରକାଶ ପାଇବ। ସବୁଠୁ ବଡ଼ କଥା ହେଲା ଚିରାଗ ପାଶଓ୍ୱାନଙ୍କ ଦଳ ଏଲଜେପି ବର୍ତ୍ତମାନର ଟ୍ରେଣ୍ଡ ଅନୁୟାୟୀ ଖାତା ଖୋଲିନି। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ବିହାର ନିର୍ବାଚନର ସମ୍ପୂର୍ଣ୍ଣ […]

Nitish Kumar

Nitish Kumar

Subhransu Sekhar
  • Published: Tuesday, 10 November 2020
  • Updated: 10 November 2020, 07:41 PM IST

Sports

Latest News

ପାଟଣା: ବିହାର ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଗଣତି ପରେ ଏନଡିଏ ନିଜର ସ୍ଥିତି ମଜବୁତ କରିଛି। ଏବେ ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ ୧୧୫ଟି ଆସନରେ ଆଗୁଆ ଥିବାବେଳେ ଏନଡିଏ ୧୨୦ଟି ଆସନରେ ଆଗୁଆ ରହିଛି। ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁଯାୟୀ ଚୂଡ଼ାନ୍ତ ଫଳ ବିଳମ୍ୱିତ ରାତିରେ ପ୍ରକାଶ ପାଇବ। ସବୁଠୁ ବଡ଼ କଥା ହେଲା ଚିରାଗ ପାଶଓ୍ୱାନଙ୍କ ଦଳ ଏଲଜେପି ବର୍ତ୍ତମାନର ଟ୍ରେଣ୍ଡ ଅନୁୟାୟୀ ଖାତା ଖୋଲିନି।

ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ବିହାର ନିର୍ବାଚନର ସମ୍ପୂର୍ଣ୍ଣ ଫଳାଫଳ ବିଳମ୍ବିତ ରାତିରେ ଆସିବାର ସମ୍ଭାବନା ରହିଛି। ପୂର୍ବରୁ ୧୪ ଟି ଟେବୁଲରେ ଗଣନା କରାଯାଇଥିଲା। କିନ୍ତୁ କୋଭିଡ କାରଣରୁ ଏଥର ସାତ ଟେବୁଲରେ ଗଣନା କରାଯାଉଛି।

ଏହାରି ଭିତରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ ବାସଭବନରେ ପହଞ୍ଚିଛନ୍ତି ବିଜେପି ନେତା। ନୀତୀଶ ସରକାରର ମନ୍ତ୍ରୀ ମଙ୍ଗଲ ପାଣ୍ଡେ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ବିଜେପିର ଅନ୍ୟ କିଛି ବଡ ଚେହେରା ନୀତୀଶଙ୍କୁ ଭେଟିବାକୁ ଆସିଥିଲେ। ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହ ନୀତୀଶଙ୍କ ସହ ଫୋନରେ କଥା ହୋଇଥିବା ସୂଚନା ରହିଛି।

ଏବେର ଟ୍ରେଣ୍ଡ ଅନୁୟାୟୀ ଝୁଲା ବିଧାନସଭା ହେବାର ସମ୍ଭାବନା ରହିଛି। ଅନ୍ୟାନ୍ୟ ଦଳ ଏବଂ ସ୍ୱାଧୀନ ବିଧାୟକ ସରକାର ଗଢ଼ିବାରେ କିଙ୍ଗ୍ ମେକର ହୋଇପାରନ୍ତି। ଏଲଜେପିର ସ୍ଥିତି ସମ୍ପୂର୍ଣ୍ଣ ଦୟନୀୟ ହୋଇଥିବାରୁ ଏବେ ସ୍ୱାଧୀନ ବିଧାୟକଙ୍କ ଉପରେ ଉଭୟ ଏନଡିଏ ଏବଂ ମହାମେଣ୍ଟର ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story