ବିହାର ବିଧାନସଭା ନିର୍ବାଚନ: ଗୁରୁବାର ପଞ୍ଚମ ପର୍ଯ୍ୟାୟ ମତଦାନ

ପାଟନା: ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚମ ତଥା ଅନ୍ତିମ ଚରଣ ମତଦାନ। ଏଥର ମୋଟ୍ ୫୭ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ଏଥିରେ ସୀମାନ୍ତବର୍ତ୍ତୀ ଅଞ୍ଚଳର ଅତି ସମ୍ବେଦନଶୀଳ ୨୪ଟି ଆସନ ରହିଛି। ଏଠାରେ କଡ଼ା ସୁରକ୍ଷା ଭିତରେ ମତଦାନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ନିର୍ବାଚନ ହେବାକୁ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ମଧୁବନୀ, ଦରଭଙ୍ଗା, ସୁପୁଲ, ମାଧେପୁରା, କିଶନଗଞ୍ଜ, ପୁର୍ଣ୍ଣିଆ ଓ କଟିହାର। […]

biharelection

biharelection

Rakesh Mallick
  • Published: Wednesday, 04 November 2015
  • Updated: 04 November 2015, 05:13 AM IST

Sports

Latest News

ପାଟନା: ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚମ ତଥା ଅନ୍ତିମ ଚରଣ ମତଦାନ। ଏଥର ମୋଟ୍ ୫୭ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ଏଥିରେ ସୀମାନ୍ତବର୍ତ୍ତୀ ଅଞ୍ଚଳର ଅତି ସମ୍ବେଦନଶୀଳ ୨୪ଟି ଆସନ ରହିଛି। ଏଠାରେ କଡ଼ା ସୁରକ୍ଷା ଭିତରେ ମତଦାନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ନିର୍ବାଚନ ହେବାକୁ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ମଧୁବନୀ, ଦରଭଙ୍ଗା, ସୁପୁଲ, ମାଧେପୁରା, କିଶନଗଞ୍ଜ, ପୁର୍ଣ୍ଣିଆ ଓ କଟିହାର। ଏହି ପର୍ଯ୍ୟାୟରେ ମୋଟ ୮୨୭ ପ୍ରତିଦ୍ୱନ୍ଦ୍ୱୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏମାନଙ୍କ ମଧ୍ୟରେ ଅଛନ୍ତି ୫୮ଜଣ ମହିଳା ପ୍ରାର୍ଥୀ। ଏଥର ନିର୍ବାଚନ ରଣାଙ୍ଗନରେ ଅଛନ୍ତି ଜେଡିୟୁର ବରିଷ୍ଠ ମନ୍ତ୍ରୀ ବିଜେନ୍ଦ୍ର ପ୍ରସାଦ ଯାଦବ, ଆରଜେଡି ବିଧାୟକ ଦଳ ନେତା ଅବଦୁଲ ବାରି ସିଦ୍ଦିକି ଓ ଲାଲୁଙ୍କ ବିଶେଷ ଅନୁଗତ ଭୋଲା ଯାଦବ। ପ୍ରାୟ ୧ କୋଟି ୫୫ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।

ସୂଚନାଯୋଗ୍ୟ,  ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୯ଟି, ଦ୍ୱିତୀୟ ପର୍ଯ୍ୟାୟରେ ୩୨, ତୃତୀୟ ପର୍ଯ୍ୟାୟରେ ୫୦ ଓ ଚତୁର୍ଥ ପର୍ଯ୍ୟାୟରେ ୫୫ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story