ବିହାରରେ ଏନଡିଏକୁ ଜନାଦେଶ, ନୀତୀଶଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁଯାୟୀ ଏନଡିଏକୁ ଜନାଦେଶ ମିଳିଛି। ୨୪୩ଟି ଆସନରୁ ଏନଡିଏକୁ ୧୨୫ ଟି ଆସନ, ମହାମେଣ୍ଟକୁ ୧୧୦ଟି ଆସନ ଏବଂ ଏଆଇଏମଆଇଏମ, ବିଏସପି ଏବଂ ଅନ୍ୟ ଦଳଗୁଡିକ ୮ ଟି ଆସନ ପାଇଛନ୍ତି। ସେହିପରି ଏଲଜେପି ଗୋଟିଏ ଆସନରେ ବିଜୟୀ ହୋଇଥିବା ଡେପୁଟି ଇଲେକ୍ସନ କମିଶନର ଆଶିଷ କୁନ୍ଦ୍ରା ସୂଚନା ଦେଇଛନ୍ତି। ରାଜ୍ୟରେ ଆରଜେଡି ସର୍ବାଧିକ ଭୋଟ୍ ପାଇଥିବା ଦଳ ହୋଇଛି। ବିଜେପି ୬୯, ଜେଡିୟୁ ୪୧, ଆରଜେଡି […]

modi nitish

modi nitish

Subhransu Sekhar
  • Published: Wednesday, 11 November 2020
  • Updated: 11 November 2020, 01:45 AM IST

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁଯାୟୀ ଏନଡିଏକୁ ଜନାଦେଶ ମିଳିଛି। ୨୪୩ଟି ଆସନରୁ ଏନଡିଏକୁ ୧୨୫ ଟି ଆସନ, ମହାମେଣ୍ଟକୁ ୧୧୦ଟି ଆସନ ଏବଂ ଏଆଇଏମଆଇଏମ, ବିଏସପି ଏବଂ ଅନ୍ୟ ଦଳଗୁଡିକ ୮ ଟି ଆସନ ପାଇଛନ୍ତି। ସେହିପରି ଏଲଜେପି ଗୋଟିଏ ଆସନରେ ବିଜୟୀ ହୋଇଥିବା ଡେପୁଟି ଇଲେକ୍ସନ କମିଶନର ଆଶିଷ କୁନ୍ଦ୍ରା ସୂଚନା ଦେଇଛନ୍ତି। ରାଜ୍ୟରେ ଆରଜେଡି ସର୍ବାଧିକ ଭୋଟ୍ ପାଇଥିବା ଦଳ ହୋଇଛି। ବିଜେପି ୬୯, ଜେଡିୟୁ ୪୧, ଆରଜେଡି ୭୨, କଂଗ୍ରେସ ୧୮ଟି ଆସନରେ ବିଜୟୀ ହୋଇଛନ୍ତି।

ଏଥିସହ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି ଢ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ୍ କକି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା ସୁଶୀଲ ମୋଦି, କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରୟ ନୀତୀଶଙ୍କୁ ତାଙ୍କ ବାସଭବନରେ ଭେଟିଥିବା ସୂଚନା ରହିଛି।

ନିର୍ବାଚନରେ ​​ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ୍ ରାମ ମାଞ୍ଝୀ ମଧ୍ୟ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଉଦୟ ନାରାୟଣ ଚୌଧୁରୀଙ୍କୁ ପରାସ୍ତ କରିଛନ୍ତି। ସେହିପରି ଲାଲୁ ପ୍ରସାଦ ଯାଦବଙ୍କ ଦୁଇ ପୁଅ ତେଜସ୍ୱୀ ଏବଂ ତେଜ ପ୍ରତାପ ବିଜୟୀ ହୋଇଛନ୍ତି। ହେଲେ ତାଙ୍କ ସମୁଦୀ ଚନ୍ଦ୍ରିକା ରାୟ ଜେଡିୟୁ ଆସନରୁ ପାର୍ସାରୁ ପ୍ରାର୍ଥୀ ହୋଇ ​​ହାରିଥିବା ବେଳେ ନୀତୀଶଙ୍କ ନଗର ଉନ୍ନୟନ ମନ୍ତ୍ରୀ ସୁରେଶ ଶର୍ମା ମୁଜାଫରପୁରରୁ ​​ହାରିଛନ୍ତି।

ସବୁଠୁ ବଡ଼ କଥା ହେଲା ୪ ଟି ଆସନରେ ବିଜୟ ଏବଂ ପରାଜୟର ମାର୍ଜିନ ମାତ୍ର ୨୦୦ ଭୋଟ୍ ରହିଛି ବୋଲି ନିର୍ବାଚନ କମିଶନ କହିଛନ୍ତି। ୨୪ ଟି ଆସନରେ ବିଜୟ ଏବଂ ପରାଜୟର ମାର୍ଜିନ୍ ହେଉଛି ୧୦୦୦ ଭୋଟ୍ । ୩୨ ଟି ଆସନରେ ୨୦୦୦ ଭୋଟର ପାର୍ଥକ୍ୟ ଅଛି। ୪୮ ଟି ଆସନରେ ବିଜୟ ଏବଂ ପରାଜୟର ମାର୍ଜିନ୍ ମାତ୍ର ୩୦୦୦ ଭୋଟ୍।

ଜନାଦେଶକୁ ଜେଡିୟୁ, ବିଜେପି ଏବଂ ଏଲଜେପି ସ୍ୱାଗତ କରିଥିବା ବେଳେ ଆରଜେଡି ଏବଂ କଂଗ୍ରେସ ଗ୍ରହଣ କରିନାହାନ୍ତି। କିଛି ଆସନରେ ଭୋଟ୍ ଗଣତି ବେଳେ ତ୍ରୁଟି ରହିଛି ବୋଲି ଆରଜେଡି କହିଛି। ସେହିପରି କଂଗ୍ରେସ ନେତା ଇଭିଏମ୍ ଟ୍ୟାମ୍ପରିଂର ଅଭିଯୋଗ ଆଣିଛନ୍ତି।

ସୂଚନାଯୋଗ୍ୟ, ଟିଭି ଚ୍ୟାନେଲ ମାନଙ୍କ ଦ୍ୱାରା କରାଯାଇଥିବା ଏକଜିଟ୍ ପୋଲ୍ ଭୁଲ୍ ପ୍ରମାଣିତ ହୋଇଛି। ସମସ୍ତ ଟିଭି ଚ୍ୟାନେଲ୍ ଦାବି କରିଥିଲେ ଯେ ବିହାରରେ ମହାମେଣ୍ଟ ସରକାର ଗଢ଼ିବ ନହେଲେ ଝୁଲା ବିଧାନସଭା ହେବ। ଏକଜିଟ୍ ପୋଲ୍ ଦେଖି ମହାମେଣ୍ଟ ମଧ୍ୟ ବେଶ୍ ଖୁସିବ୍ୟକ୍ତ କରିଥିଲା। ବିଜେପି ଏବଂ ଜେଡିୟୁ କିନ୍ତୁ କହିଥିଲା ଫଳାଫଳକୁ ଅପେକ୍ଷା କର। ତେବେ ରେଜଲ୍ଟ ଆସିବା ବେଳକୁ ମହାମେଣ୍ଟ ଇଭିଏମକୁ ଦାୟୀ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story