କାର୍ତ୍ତିକ ପୂର୍ଣ୍ଣିମା ମେଳାରେ ଦଳାଚକଟା: ୩ ମୃତ, ୧୦ ଆହତ

ପାଟଣା: ବିହାରର ବେଗୁସରାୟ ଜିଲ୍ଲାରେ କାର୍ତ୍ତିକ ପୂର୍ଣ୍ଣିମା ମେଳା ଚାଲିଥିବା ବେଳେ ଦଳାଚକଟା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ ଜଣ ଲୋକ ଆହତ ହୋଇଛନ୍ତି। କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରୀ ପୂର୍ଣ୍ଣିମା ଓ ଗଙ୍ଗା ସ୍ନାନ ପୂର୍ଣ୍ଣିମା କୁହାଯାଇଥାଏ। ଏହି ଅବସରରେ ବେଗୁସରାୟର ସିମରିୟା ଘାଟରେ ଲକ୍ଷାଧିକ ଶ୍ରଦ୍ଧାଳୁ ଗଙ୍ଗାସ୍ନାନ କରିବାକୁ ଏକାଠି ହୋଇଥିଲେ। ତେବେ ଜିଲ୍ଲା ଅଧିକାରୀ ଦଳାଚକଟା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହେବା ଯୋଗୁଁ […]

bihar

bihar

Rakesh Mallick
  • Published: Saturday, 04 November 2017
  • Updated: 04 November 2017, 10:59 AM IST

Sports

Latest News

ପାଟଣା: ବିହାରର ବେଗୁସରାୟ ଜିଲ୍ଲାରେ କାର୍ତ୍ତିକ ପୂର୍ଣ୍ଣିମା ମେଳା ଚାଲିଥିବା ବେଳେ ଦଳାଚକଟା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ ଜଣ ଲୋକ ଆହତ ହୋଇଛନ୍ତି।

କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରୀ ପୂର୍ଣ୍ଣିମା ଓ ଗଙ୍ଗା ସ୍ନାନ ପୂର୍ଣ୍ଣିମା କୁହାଯାଇଥାଏ। ଏହି ଅବସରରେ ବେଗୁସରାୟର ସିମରିୟା ଘାଟରେ ଲକ୍ଷାଧିକ ଶ୍ରଦ୍ଧାଳୁ ଗଙ୍ଗାସ୍ନାନ କରିବାକୁ ଏକାଠି ହୋଇଥିଲେ।

ତେବେ ଜିଲ୍ଲା ଅଧିକାରୀ ଦଳାଚକଟା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହେବା ଯୋଗୁଁ ନିଶ୍ୱାସ ନେଇ ନପାରି ୭୫ ବର୍ଷର ଦୁଇଜଣ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଥିବା ସେ କହିଛନ୍ତି।

ଏପରି ଘଟଣାରେ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଲେଖାଏଁ ଟଙ୍କାର ସହାୟତା ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story