ମହାବୋଧି ମନ୍ଦିରରୁ ମିଳିଲା ବିସ୍ଫୋଟକ: କ’ଣ ଦଲାଇ ଲାମାଙ୍କ ହତ୍ୟା ପାଇଁ ରଚାଯାଇଥିଲା ଷଡ଼ଯନ୍ତ୍ର ?

ପାଟଣା: ବିହାରର ବୋଧଗୟା ସ୍ଥିତ ମହାବୋଧି ମନ୍ଦିର ନିକଟରୁ ବିସ୍ଫୋଟକ ଉଦ୍ଧାର କରାଯାଇଛି। ଏହି ଘଟଣା ଏପରି ସମୟରେ ଘଟିଛି, ଯେତେବେଳେ ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମା ବୋଧଗୟା ଗସ୍ତରେ ଅଛନ୍ତି। ଖବର ମିଳିବା ପରେ ସୁରକ୍ଷା କର୍ମୀ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳକୁ ନିଜ ଅଧୀନକୁ ନେଇ ଯାଇଥିଲେ। ଘଟଣା ସ୍ଥଳକୁ ବୋମା ନିଷ୍କ୍ରିୟକାରୀ ଦଳଙ୍କୁ ମଧ୍ୟ ଡକାଯାଇଥିଲା। ମନ୍ଦିରକୁ ଚାରିଆଡୁ ବନ୍ଦ କରାଯିବା ପରେ ଯାଞ୍ଚ ଆରମ୍ଭ ହୋଇଥିଲା। ଯାଞ୍ଚ ବେଳେ ସୁରକ୍ଷା […]

dalai lama

dalai lama

Rakesh Mallick
  • Published: Saturday, 20 January 2018
  • Updated: 20 January 2018, 08:38 AM IST

Sports

Latest News

ପାଟଣା: ବିହାରର ବୋଧଗୟା ସ୍ଥିତ ମହାବୋଧି ମନ୍ଦିର ନିକଟରୁ ବିସ୍ଫୋଟକ ଉଦ୍ଧାର କରାଯାଇଛି। ଏହି ଘଟଣା ଏପରି ସମୟରେ ଘଟିଛି, ଯେତେବେଳେ ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମା ବୋଧଗୟା ଗସ୍ତରେ ଅଛନ୍ତି। ଖବର ମିଳିବା ପରେ ସୁରକ୍ଷା କର୍ମୀ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳକୁ ନିଜ ଅଧୀନକୁ ନେଇ ଯାଇଥିଲେ। ଘଟଣା ସ୍ଥଳକୁ ବୋମା ନିଷ୍କ୍ରିୟକାରୀ ଦଳଙ୍କୁ ମଧ୍ୟ ଡକାଯାଇଥିଲା।

ମନ୍ଦିରକୁ ଚାରିଆଡୁ ବନ୍ଦ କରାଯିବା ପରେ ଯାଞ୍ଚ ଆରମ୍ଭ ହୋଇଥିଲା। ଯାଞ୍ଚ ବେଳେ ସୁରକ୍ଷା କର୍ମୀ ବିସ୍ଫୋଟକ ଜବତ କରି ଫଲଗୁ ନଦୀ ଆଡକୁ ନେଇଯାଇଥିଲେ। ସେଠାରେ ଏହାକୁ ନିଷ୍କ୍ରିୟ କରାଯାଇଥିଲା।

ଏବେ ବୋଧଗୟାରେ ଦଲାଇ ଲାମା ଅଛନ୍ତି। ଗତ ୨ ତାରିଖରୁ ସେ ମହାବୋଧି ମନ୍ଦିରରେ ବିଶେଷ ପୂଜାର୍ଚ୍ଚନାରେ ସାମିଲ ହେଉଛନ୍ତି।

ମନ୍ଦିର ନିକଟରେ ବିସ୍ଫୋଟକ ଥିବା ଖବର ଆସିବା ପୂର୍ବରୁ ବିହାର ରାଜ୍ୟପାଳ ସତପାଲ ମଲ୍ଲିକ ମନ୍ଦିରକୁ ଯାଇ ପୂଜା କରିଥିଲେ। ସୁରକ୍ଷା ଦୃଷ୍ଟିରୁ ଏହି ମନ୍ଦିର ବହୁ ସମ୍ବେଦନଶୀଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story