ବିହାର: ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ୍ ଜିତିଲେ ନିର୍ବାଚନ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ୍ ମାଂଝି ଗୟା ଜିଲ୍ଲା ଇମାମଗଞ୍ଜ ଆସନରୁ ବିଜୟ ଲାଭ କରିଛନ୍ତି । ଜେଡିୟୁରୁ ବାହାରିବା ପରେ ଜୀତନରାମ୍ ନୂଆଦଳ ହିନ୍ଦୁସ୍ତାନୀ ଆବାମ୍ ମୋର୍ଚ୍ଚା ଗଠନ କରି ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ। ସେ ଏନଡିଏ ମେଣ୍ଟ ସହିତ ଥିଲେ । ଜୀତନରାମ୍ ଏକକାଳୀନ ଜେହାନାବାଦର ମଖଦମପୁର ଏବଂ ଇମାମଗଞ୍ଜ ଆସନରେ ନିର୍ବାଚନ ଲଢୁଥିଲେ। ତେବେ ମଖଦମପୁର ଆସନରୁ  ମାଂଝି ପରାସ୍ତ  ହୋଇଛନ୍ତି।

jitan-manjhi

jitan-manjhi

Rakesh Mallick
  • Published: Sunday, 08 November 2015
  • Updated: 08 November 2015, 01:36 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story