ଏକଜିଟ ପୋଲ ପୂର୍ବାନୁମାନ: ବିହାରରେ କଡା ଟକ୍କର

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ଫଳାଫଳରେ ନିତିଶଙ୍କ ମହାମେଣ୍ଟ ଓ ଏନଡିଏ ମଧ୍ୟରେ କଡା ଟକ୍କର ହୋଇଛି । ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଭୋଟ୍ ପରେ ଜାରି ବିଭିନ୍ନ ଏକଜିଟ୍ ପୋଲରେ ଏହି ପୂର୍ବାନୁମାନ କରାଯାଇଛି।  ଇଣ୍ଡିଆ ଟୁଡେ-ସିସରୋ ଏକଜିଟ୍ ପୋଲ୍ ଅନୁସାରେ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ଏନଡିଏକୁ ୧୧୩ରୁ ୧୨୭ଟି ଆସନ ମିଳିପାରେ । ସେହିପରି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁ ମହାମେଣ୍ଟ ୧୧୧ରୁ ୧୨୩ଟି ଆସନରେ ଜିତିବା ସମ୍ଭାବନା […]

bihar election

bihar election

Rakesh Mallick
  • Published: Thursday, 05 November 2015
  • Updated: 05 November 2015, 05:55 PM IST

Sports

Latest News

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ଫଳାଫଳରେ ନିତିଶଙ୍କ ମହାମେଣ୍ଟ ଓ ଏନଡିଏ ମଧ୍ୟରେ କଡା ଟକ୍କର ହୋଇଛି । ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଭୋଟ୍ ପରେ ଜାରି ବିଭିନ୍ନ ଏକଜିଟ୍ ପୋଲରେ ଏହି ପୂର୍ବାନୁମାନ କରାଯାଇଛି।  ଇଣ୍ଡିଆ ଟୁଡେ-ସିସରୋ ଏକଜିଟ୍ ପୋଲ୍ ଅନୁସାରେ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ଏନଡିଏକୁ ୧୧୩ରୁ ୧୨୭ଟି ଆସନ ମିଳିପାରେ । ସେହିପରି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁ ମହାମେଣ୍ଟ ୧୧୧ରୁ ୧୨୩ଟି ଆସନରେ ଜିତିବା ସମ୍ଭାବନା ରହିଛି । ଅନ୍ୟ ଦଳକୁ ୪ରୁ ୮ଟି ଆସନ ମିଳିବ ବୋଲି ଇଣ୍ଡିଆ ଟୁଡେ-ସିସରୋ ପୂର୍ବାନୁମାନ କରିଛି ।

ସେପଟେ ଇଣ୍ଡିଆ ଟିଭି-ସିଭୋଟର୍ ଏକଜିଟ୍ ପୋଲ୍ ଏନଡିଏକୁ ୧୦୧ରୁ ୧୨୧ଟି ଆସନ ଦେଇଥିବା ବେଳେ ଜେଡିୟୁ ମହାମେଣ୍ଟକୁ ୧୧୨ରୁ ୧୩୨ଟି ଆସନ ମିଳିବ ବୋଲି ଉଲ୍ଲେଖ କରିଛି । ଅନ୍ୟ ଦଳ ୬ରୁ ୧୪ଟି ଆସନ ପାଇବେ। ନ୍ୟୁଜ୍ ଏକ୍ସ-ସିଏନଏକ୍ସ ଏକଜିଟ୍ ପୋଲରେ ଏନଡିଏକୁ ୯୦ରୁ ୧୦୦ଟି ଆସନ ଦିଆଯାଇଥିବା ବେଳେ ଜେଡ଼ିୟୁ ମହାମେଣ୍ଟକୁ ୧୩୦ରୁ ୧୪୦ ଆସନ ମିଳିବ ବୋଲି କୁହାଯାଇଛି । ଅନ୍ୟ ଦଳ ୧୩ରୁ ୨୩ ଆସନ ପାଇବେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ନ୍ୟୁଜ୍ ନେସନ ଏକଜିଟପୋଲ ଅନୁସାରେ ଏନଡିଏ ୧୧୫ରୁ ୧୧୯, ମହାମେଣ୍ଟ ୧୨୦ରୁ ୧୨୪ ଓ ଅନ୍ୟମାନେ ୩ରୁ ୫ଟି ଆସନ ପାଇବେ। ଆଜି ଶେଷ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୫୭ଟି ଆସନ ପାଇଁ ମତଦାନ ହୋଇଥିଲା । ଆସନ୍ତା ୮ ତାରିଖ ଦିନ ଭୋଟ ଗଣତି ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story