ବିହାର ବିଧାନସଭା ନିର୍ବାଚନ: ବିଜେପି ୧୬୦ ଆସନରେ ଲଢ଼ିବ, ୨୦ଟିରେ ଜୀତନରାମ ସନ୍ତୁଷ୍ଟ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏରେ ଆସନ ବୁଝାମଣା ଶେଷ ହୋଇଛି। ଆଉ ଏନେଇ ଆଜି ଆନୁଷ୍ଠାନିକ ଘୋଷଣା କରାଯାଇଛି। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ ଭାଗବଣ୍ଟା ନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି। ସେ କହିଛନ୍ତି, ବିହାରର ୨୪୩ଟି ବିଧାନସଭା ଆସନ ମଧ୍ୟରୁ ୧୬୦ଟିରେ ବିଜେପି ଲଢ଼ିବ। ୪୦ଟିରେ ରାମ ବିଳାଶ ପାଶ୍ୱାନଙ୍କ ଲୋକ ଜନଶକ୍ତି ଦଳ ଲଢ଼ିବ। କୁଶ୍ୱାଙ୍କ ଆରଏଲଏସପି ୨୩ଟି ଆସନରେ […]

amit

amit

Rakesh Mallick
  • Published: Monday, 14 September 2015
  • Updated: 14 September 2015, 08:52 AM IST

Sports

Latest News

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏରେ ଆସନ ବୁଝାମଣା ଶେଷ ହୋଇଛି। ଆଉ ଏନେଇ ଆଜି ଆନୁଷ୍ଠାନିକ ଘୋଷଣା କରାଯାଇଛି। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ ଭାଗବଣ୍ଟା ନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି। ସେ କହିଛନ୍ତି, ବିହାରର ୨୪୩ଟି ବିଧାନସଭା ଆସନ ମଧ୍ୟରୁ ୧୬୦ଟିରେ ବିଜେପି ଲଢ଼ିବ। ୪୦ଟିରେ ରାମ ବିଳାଶ ପାଶ୍ୱାନଙ୍କ ଲୋକ ଜନଶକ୍ତି ଦଳ ଲଢ଼ିବ। କୁଶ୍ୱାଙ୍କ ଆରଏଲଏସପି ୨୩ଟି ଆସନରେ ଲଢ଼ିବ। ସେହିପରି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଂଝୀଙ୍କ ନେତୃତ୍ୱାଧୀନ ଏଚଏଏମ୍ ଦଳ ୨୦ଟି ଆସନରେ ଲଢ଼ିବ।

ଏହି ଘୋଷଣାରୁ ସ୍ପଷ୍ଟ ହୋଇଯାଇଛି ଯେ ଶେଷରେ ୨୦ଟି ଆସନର ଲଢ଼ିବାକୁ ରାଜି ହୋଇଯାଇଛନ୍ତି ଏଚଏମ ଦଳର ମୁଖ୍ୟ ଜୀତନରାମ ମାଂଝୀ। ସେ ଅଧିକ ୫ଟି ଆସନ ଚାହୁଁଥିଲେ। ସେଥିଲାଗି ଗତକାଲି ଦିନ ତମାମ ଦିଲ୍ଲୀରେ ବୈଠକ ହୋଇଥିଲା।

ଆଜି ଏନଡିଏର ଆସନ ଭାଗବଣ୍ଟା ସଂପର୍କ ସୂଚନା ଦେଲା ବେଳେ ଅମିତ ଶାହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ୧୨ ଲକ୍ଷ କୋଟି ଟଙ୍କାର ଦୁର୍ନୀତି କରିଥିବା କଂଗ୍ରେସ ସହିତ ମେଣ୍ଟ କରି ନୀତୀଶ ବିହାରକୁ ଦୁର୍ନୀତିମୁକ୍ତ ଶାସନ ଦେବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। ଏହା ନିହାତି ହାସ୍ୟସ୍ପଦ। ଯେଉଁ ପର୍ଯ୍ୟନ୍ତ ନୀତୀଶ ବିଜେପି ସହିତ ରହିଥିଲେ, ସେଯାଏଁ ବିହାରର ବିକାଶ ହୋଇଥିଲା। କିନ୍ତୁ ତା’ପରେ ବିହାରର ବିଭିନ୍ନ କ୍ଷେତ୍ରରେ ପଛେଇ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story