ଦିନ ୧୦ଟା ସୁଦ୍ଧା ଏନଡିଏ-ମହାମେଣ୍ଟ ସମାନ ସମାନ, ଏଲଜେପି ହେବ କିଙ୍ଗ୍ ମେକର!

ପାଟନା: କୋଭିଡ କଟକଣା ଭିତରେ ପ୍ରଥମ ଥର ପାଇଁ ବିହାର ବିଧାନସଭା ନିର୍ବାଚନର ଫଳାଫଳ ଗଣତି ଚାଲିଛି। ଭୋଟ ଗଣତି ଆରମ୍ଭରୁ ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାମେଣ୍ଟ ଆଗୁଆ ରହିଛି। ପଛରେ ରହିଛି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ। ତେବେ ଦୁଇ ମେଣ୍ଟ ମଧ୍ୟରେ ସେତେଟା ବ୍ୟବଧାନ ନାହିଁ। ସକାଳ ୧୦ଟା ସୁଦ୍ଧା ଏନଡିଏ ୧୦୮ଟି ଆସନରେ ଆଗୁଆ ରହିଥିବା ବେଳେ ମହାମେଣ୍ଟ ୧୦୮, ଏଲଜେପି ୭ ଏବଂ ଅନ୍ୟାନ୍ୟ ଦଳ ୭ଟି ଆସନରେ ଆଗୁଆ […]

NITISH LALU

NITISH LALU

Subhransu Sekhar
  • Published: Tuesday, 10 November 2020
  • Updated: 10 November 2020, 10:43 AM IST

Sports

Latest News

ପାଟନା: କୋଭିଡ କଟକଣା ଭିତରେ ପ୍ରଥମ ଥର ପାଇଁ ବିହାର ବିଧାନସଭା ନିର୍ବାଚନର ଫଳାଫଳ ଗଣତି ଚାଲିଛି। ଭୋଟ ଗଣତି ଆରମ୍ଭରୁ ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାମେଣ୍ଟ ଆଗୁଆ ରହିଛି। ପଛରେ ରହିଛି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ। ତେବେ ଦୁଇ ମେଣ୍ଟ ମଧ୍ୟରେ ସେତେଟା ବ୍ୟବଧାନ ନାହିଁ। ସକାଳ ୧୦ଟା ସୁଦ୍ଧା ଏନଡିଏ ୧୦୮ଟି ଆସନରେ ଆଗୁଆ ରହିଥିବା ବେଳେ ମହାମେଣ୍ଟ ୧୦୮, ଏଲଜେପି ୭ ଏବଂ ଅନ୍ୟାନ୍ୟ ଦଳ ୭ଟି ଆସନରେ ଆଗୁଆ ରହିଛନ୍ତି। ବହୁମତ ପାଇଁ ୧୨୨ ରହିଛି ମ୍ୟାଜିକ ନମ୍ୱର।

ଏନଡିଏରୁ ବିଜେପି ୫୯ଟି, ଜେଡିୟୁ  ୪୨ଟି ଆସନରେ ଆଗୁଆ ରହିଥିବା ବେଳେ ଆରଜେଡି ଏକାକୀ ୭୨ ଏବଂ କଂଗ୍ରେସ ମାତ୍ର ୨୫ଟି ଆସନରେ ଆଗୁଆ ରହିଛି।

ଏକଜିଟ୍ ପୋଲର ରିପୋର୍ଟ ଅନୁଯାୟୀ ବିହାରରେ ମହାମେଣ୍ଟକୁ ବହୁମତ ମିଳିବ। ତେବେ ଜେଡିୟୁ ଓ ବିଜେପି କହିଛନ୍ତି ଏନଡିଏ ବିହାରରେ ନୀତୀଶଙ୍କ ନେତୃତ୍ୱରେ ପୁଣିଥରେ ସରକାର ଗଢ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story