ବିହାର ବିଧାନସଭା ନିର୍ବାଚନ: ଜେଡିୟୁର ଖରାପ ପ୍ରଦର୍ଶନ ସହ ଆଗରେ ଏନଡିଏ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଗଣନା ଚାଲିଛି ଏବଂ ଦିନ ଏଗାରଟା ସୁଦ୍ଧା ଏନଡିଏ ଆଗରେ ରହିଛି। ମହାମେଣ୍ଟ ପଛେଇ ଯାଇଛି। ମହାମେଣ୍ଟରେ ଆରଜେଡି ଆଗରେ ଥିବା ବେଳେ କଂଗ୍ରେସ ପଛରେ ରହିଛି। ଏହା ସହ ବିଜେପି ଏନଡିଏରେ ଭଲ ପ୍ରଦର୍ଶନ କରୁଛି। ତେବେ ଜେଡିୟୁ ପୂର୍ବପରି ଭଲ ପ୍ରଦର୍ଶନ କରୁନଥିବା ଦେଖିବାକୁ ମିିଳିଛି। ଏପର୍ଯ୍ୟନ୍ତ ବିହାରରେ ୨୧୮ଟି ଆସନର ଟ୍ରେଣ୍ଡ ଆସିଛି। ଏନଡିଏ ୧୨୬ଟି ଆସନରେ ମହାମେଣ୍ଟ ୧୦୦ଟି ଆସନରେ ଆଗରେ ରହିଛି। ଏହା […]

bihar

bihar

Subhransu Sekhar
  • Published: Tuesday, 10 November 2020
  • Updated: 10 November 2020, 11:01 AM IST

Sports

Latest News

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଗଣନା ଚାଲିଛି ଏବଂ ଦିନ ଏଗାରଟା ସୁଦ୍ଧା ଏନଡିଏ ଆଗରେ ରହିଛି। ମହାମେଣ୍ଟ ପଛେଇ ଯାଇଛି। ମହାମେଣ୍ଟରେ ଆରଜେଡି ଆଗରେ ଥିବା ବେଳେ କଂଗ୍ରେସ ପଛରେ ରହିଛି। ଏହା ସହ ବିଜେପି ଏନଡିଏରେ ଭଲ ପ୍ରଦର୍ଶନ କରୁଛି। ତେବେ ଜେଡିୟୁ ପୂର୍ବପରି ଭଲ ପ୍ରଦର୍ଶନ କରୁନଥିବା ଦେଖିବାକୁ ମିିଳିଛି।

ଏପର୍ଯ୍ୟନ୍ତ ବିହାରରେ ୨୧୮ଟି ଆସନର ଟ୍ରେଣ୍ଡ ଆସିଛି। ଏନଡିଏ ୧୨୬ଟି ଆସନରେ ମହାମେଣ୍ଟ ୧୦୦ଟି ଆସନରେ ଆଗରେ ରହିଛି। ଏହା ସହିତ ବାମ ଦଳ ମଧ୍ୟ କିଛି ସ୍ଥାନରେ ଆଗରେ ରହିଛି। ସରକାର ଗଢ଼ିବାକୁ ହେଲେ ମେଣ୍ଟ ଦଳକୁ ସର୍ବନିମ୍ନ ୧୨୨ଟି ଆସନରେ ବିଜୟୀ ହେବାକୁ ହେବ।

କୋଭିଡ କଟକଣା ଭିତରେ ପ୍ରଥମ ଥର ପାଇଁ ବିହାର ବିଧାନସଭା ନିର୍ବାଚନର ଫଳାଫଳ ଗଣତି ଚାଲିଛି। ଭୋଟ ଗଣତି ଆରମ୍ଭରୁ ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାମେଣ୍ଟ ଆଗୁଆ ଥିଲା। ପଛରେ ଥିଲା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ। ତେବେ ଦୁଇ ମେଣ୍ଟ ମଧ୍ୟରେ ସେତେଟା ବ୍ୟବଧାନ ନାହିଁ। ସକାଳ ୧୦ଟା ସୁଦ୍ଧା ଏନଡିଏ ୧୦୮ଟି ଆସନରେ ଆଗୁଆ ଥିବା ବେଳେ ମହାମେଣ୍ଟ ୧୦୮, ଏଲଜେପି ୭ ଏବଂ ଅନ୍ୟାନ୍ୟ ଦଳ ୭ଟି ଆସନରେ ଆଗୁଆ ଥିଲା। ବହୁମତ ପାଇଁ ୧୨୨ ରହିଛି ମ୍ୟାଜିକ ନମ୍ୱର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story