ମଦ ବିରୋଧୀ ଅଭିଯାନରେ ସାମିଲ ହେବ କୁକୁର

ପାଟଣା: ସେନା ବାହିନୀରେ ହେଉ କି ପୋଲିସ ପ୍ରଶାସନରେ କାମ କରି କୁକୁର ବହୁତ ସାହାସିକତା ଦେଖାଇଛନ୍ତି। ବୋମା ଖୋଜିବା, ଶତ୍ରୁଙ୍କ ଗତିବିଧିର ସୂଚନା ଦେବା ଓ ଅପରାଧୀଙ୍କ ପାଖରେ ପୋଲିସକୁ ପହଞ୍ଚାଇବାରେ ଏମାନେ ଦକ୍ଷତାର ସହ କାମ କରିଥାନ୍ତି। ଏବେ ଆଉ ଏକ ମହତ କାମରେ କୁକୁର ନିୟୋଜିତ ହେବାକୁ ଯାଉଛନ୍ତି। ଏଣିକି କେଉଁଠି ମଦ ଚୋରାରେ ରଖା ଯାଉଛି, ତାହାର ସନ୍ଧାନ କରିବେ କୁକୁର। ବିହାର ସରକାର ଏପରି କିଛି ତାଲିମପ୍ରାପ୍ତ କୁକୁରଙ୍କୁ ମଦ […]

alcohol

alcohol

Rakesh Mallick
  • Published: Monday, 11 June 2018
  • Updated: 11 June 2018, 11:03 AM IST

Sports

Latest News

ପାଟଣା: ସେନା ବାହିନୀରେ ହେଉ କି ପୋଲିସ ପ୍ରଶାସନରେ କାମ କରି କୁକୁର ବହୁତ ସାହାସିକତା ଦେଖାଇଛନ୍ତି। ବୋମା ଖୋଜିବା, ଶତ୍ରୁଙ୍କ ଗତିବିଧିର ସୂଚନା ଦେବା ଓ ଅପରାଧୀଙ୍କ ପାଖରେ ପୋଲିସକୁ ପହଞ୍ଚାଇବାରେ ଏମାନେ ଦକ୍ଷତାର ସହ କାମ କରିଥାନ୍ତି। ଏବେ ଆଉ ଏକ ମହତ କାମରେ କୁକୁର ନିୟୋଜିତ ହେବାକୁ ଯାଉଛନ୍ତି। ଏଣିକି କେଉଁଠି ମଦ ଚୋରାରେ ରଖା ଯାଉଛି, ତାହାର ସନ୍ଧାନ କରିବେ କୁକୁର। ବିହାର ସରକାର ଏପରି କିଛି ତାଲିମପ୍ରାପ୍ତ କୁକୁରଙ୍କୁ ମଦ ବିରୋଧୀ ଅଭିଯାନରେ ସାମିଲ କରିବାକୁ ଯାଉଛନ୍ତି। ଯେଉଁମାନେ ଶୁଙ୍ଘି ଶୁଙ୍ଘି ଚୋରା ମଦ ଥିବା ସ୍ଥାନଠାବ କରିବେ। ଏହାଦ୍ୱାରା ମଦ ବ୍ୟବସାୟ ଉପରେ ବହୁ ପରିମାଣରେ ଆଙ୍କୁଶ ଲଗାଯାଇ ପାରିବ ବୋଲି ସରକାର ଆଶା ବାନ୍ଧିଛନ୍ତି।

ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଏପ୍ରିଲ ୨୦୧୬ରୁ ବିହାରରେ ମଦ ବିରୋଧୀ ଆଇନ୍‌ ଆଣି ଏହାର ବିକ୍ରି ଉପରେ କଟକଣା ଲଗାଇଛନ୍ତି। ଏହାପରଠାରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଚୋରାରେ ମଦ ବିକ୍ରି ହେଉଛି। ଯାହାକୁ ବନ୍ଦ କରିବା ପୋଲିସ ପ୍ରଶାସନ ପକ୍ଷେ କାଠିକର ପାଠ ହେଉଛି। ଏପରି ସ୍ଥିତିରେ ଚୋରା ମଦ କାରବାର ସ୍ଥଳ ଚିହ୍ନଟ କରିବାକୁ ତେଲେଙ୍ଗାନାରୁ ୨୦ଟି ତାଲିମପ୍ରାପ୍ତ କୁକୁର ଅରାଯିବ। ଏମାନେ ଚୋରା ମଦ କାରବାର ସ୍ଥଳ ଖୋଜି ବାହାର କରିବେ।

ତେଲେଙ୍ଗାନା ଇଣ୍ଟିଗ୍ରେଟେଡ୍ ଟ୍ରେନିଙ୍ଗ୍ ଆକାଡେମୀ (ଆଇଆଇଏଟି)ରେ କୁକୁରମାନଙ୍କୁ ଏହି ତାଲିମ ଦିଆଯାଉଛି ବୋଲି ବିହାରର ପୋଲିସ ମହାନିଦ୍ଦେର୍ଶକ ବିନୟ କୁମାର କହିଛନ୍ତି। ଉଭୟ ବିସ୍ଫୋରକ ଓ ମଦ ଖୋଜି ବାହାର କରିବାକୁ ଏମାନଙ୍କୁ ତାଲିମ ଦିଆଯାଉଛି।

ପ୍ରାଥମିକ ସ୍ତରରେ ଏହି ୨୦ଟି କୁକୁରଙ୍କୁ ୮ରୁ ୯ ମାସ ଧରି ମଦ ଶୁଙ୍ଘିବାର ତାଲିମ ଦିଆଯିବ। ଏଥିରେ ସଫଳ ହେବା ପରେ ଏମାନେ ଚୋରା ମଦ ବିକ୍ରି ସ୍ଥଳ ଠାବ କରିପାରିବେ।

ଏହି କୁକୁରଙ୍କୁ ବିହାର ପୋଲିସ୍‌ର ୪ଟି ଜୋନ୍‌ ପାଟନା, ମୁଜାଫରପୁର, ଦରଭଙ୍ଗା ଓ ଭାଗଲପୁରରେ ନିୟୋଜିତ କରାଯିବ।

ଏହି ପାଇଲଟ୍ ପ୍ରୋଜେକ୍ଟ ସଫଳ ହେଲେ ତେଲେଙ୍ଗାନାରୁ ଅଧିକ କୁକୁର ଆଣିବାକୁ ଯୋଜନା ରଖିଛନ୍ତି ବିହାର ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story