ବିହାର ଓ ହିମାଚଳ ପ୍ରଦେଶରେ ନୂଆ ରାଜ୍ୟପାଳ ନିଯୁକ୍ତ

ନୂଆଦିଲ୍ଲୀ: ବରିଷ୍ଠ ଭାଜପା ନେତା ରାମ ନାଥ କୋଭିନ୍ଦ ଓ ଆଚାର୍ଯ୍ୟ ଦେବ ଭ୍ରାଟ ଶନିବାର ଯଥାକ୍ରମେ ବିହାର ଓ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଆଜି ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ପ୍ରେସ୍ ରିଲିଜରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଉଭୟ ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ କେନ୍ଦ୍ର ସରକାର ଆଜି ଏଦୁହିଁଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ୬୯ ବର୍ଷୀୟ କୋଭିନ୍ଦ ଦୁଇ ଥର ରାଜ୍ୟସଭା ସଦସ୍ୟ […]

rastrapatibhawan

rastrapatibhawan

Rakesh Mallick
  • Published: Saturday, 08 August 2015
  • Updated: 08 August 2015, 04:41 PM IST

Sports

Latest News

ନୂଆଦିଲ୍ଲୀ: ବରିଷ୍ଠ ଭାଜପା ନେତା ରାମ ନାଥ କୋଭିନ୍ଦ ଓ ଆଚାର୍ଯ୍ୟ ଦେବ ଭ୍ରାଟ ଶନିବାର ଯଥାକ୍ରମେ ବିହାର ଓ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଆଜି ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ପ୍ରେସ୍ ରିଲିଜରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଉଭୟ ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ କେନ୍ଦ୍ର ସରକାର ଆଜି ଏଦୁହିଁଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି।

୬୯ ବର୍ଷୀୟ କୋଭିନ୍ଦ ଦୁଇ ଥର ରାଜ୍ୟସଭା ସଦସ୍ୟ ଥିଲେ। ୧୯୯୪ ରୁ ୨୦୦୬ ମଧ୍ୟରେ ସେ ରାଜ୍ୟସଭା ସଦସ୍ୟ ଥିଲେ। ସେ ଉତ୍ତର ପ୍ରଦେଶର କାନପୁରର ବାସିନ୍ଦା। ସେ ପେଶାରେ ଜଣେ ଓକିଲ। ସେ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାର ମୁଖ୍ୟ ମଧ୍ୟ ରହିଥିଲେ। ଏବେ ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀ ବିହାରର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ସେହିପରି ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ ଏବେ ହିମାଚଳ ପ୍ରଦେଶର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story