ବିହାର ନିର୍ବାଚନ: ୨ କୋଟି ଟଙ୍କାରେ ଶାହାବୁଦ୍ଦିନଙ୍କ ସୁଟରକୁ ବିଜେପି ଟିକେଟ୍ ବିକ୍ରି କରିଥିବା ଅଭିଯୋଗ

ପାଟନା: ବିହାର ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଥିବା ବେଳେ ଟିକେଟ୍ ବଣ୍ଟନକୁ ନେଇ ବିଜେପିରେ ବଢୁଛି ଅସନ୍ତୋଷ। ଧୀରେ ଧୀରେ ଜଣେ ପରେ ଜଣେ ଦଳୀୟ ନେତା ଏନେଇ ଖୋଲାଖୋଲି ଅସନ୍ତୋଷ ଜାହିର କଲେଣି। ବିହାରର ବିଜେପି ସାଂସଦ ଆର.କେ ସିଂହଙ୍କ ପରେ ଏହି ଧାରାରେ ସାମିଲ ହୋଇଛନ୍ତି ରାଜ୍ୟର ଦଳୀୟ ବିଧାୟକ ବିକ୍ରମ କୁଅଁର। ସେ ଦାବି କରିଛନ୍ତି ଯେ ପୂର୍ବତନ ବାହୁବଳୀ ନେତା ତଥା ଆରଜେଡି ସାଂସଦ ମହମ୍ମଦ ଶାହାବୁଦ୍ଦିନଙ୍କ ସୁଟର ମନୋଜ […]

vikrama

vikrama

Rakesh Mallick
  • Published: Sunday, 27 September 2015
  • Updated: 27 September 2015, 11:11 AM IST

Sports

Latest News

[caption id="attachment_35865" align="alignleft" width="300"]bjp ବିଜେପି ବିଧାୟକ ବିକ୍ରମ କୁଅଁର[/caption]

ପାଟନା: ବିହାର ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଥିବା ବେଳେ ଟିକେଟ୍ ବଣ୍ଟନକୁ ନେଇ ବିଜେପିରେ ବଢୁଛି ଅସନ୍ତୋଷ। ଧୀରେ ଧୀରେ ଜଣେ ପରେ ଜଣେ ଦଳୀୟ ନେତା ଏନେଇ ଖୋଲାଖୋଲି ଅସନ୍ତୋଷ ଜାହିର କଲେଣି। ବିହାରର ବିଜେପି ସାଂସଦ ଆର.କେ ସିଂହଙ୍କ ପରେ ଏହି ଧାରାରେ ସାମିଲ ହୋଇଛନ୍ତି ରାଜ୍ୟର ଦଳୀୟ ବିଧାୟକ ବିକ୍ରମ କୁଅଁର। ସେ ଦାବି କରିଛନ୍ତି ଯେ ପୂର୍ବତନ ବାହୁବଳୀ ନେତା ତଥା ଆରଜେଡି ସାଂସଦ ମହମ୍ମଦ ଶାହାବୁଦ୍ଦିନଙ୍କ ସୁଟର ମନୋଜ ସିଂହକୁ ତାଙ୍କ ଦଳ ନିର୍ବାଚନ ଲଢ଼ିବାକୁ ଟିକେଟ୍ ଦେଇଛି। ଏଥିପାଇଁ ସେ ଦଳକୁ ୨ କୋଟି ଟଙ୍କା ଦେଇଛନ୍ତି।

ବିକ୍ରମ କୁଅଁର କହିଛନ୍ତି ଯେ ଦଳର ଜଣେ ସାଧାରଣ କର୍ମୀଙ୍କୁ ଟିକେଟ୍ ଦିଆଯାଇଥିଲେ ସେ ବିରୋଧ କରି ନଥାଆନ୍ତେ। କିନ୍ତୁ ସେ (ମନୋଜ ସିଂ) ଜଣେ ଅପରାଧୀ। ଶାହାବୁଦ୍ଦିନଙ୍କୁ ସେ ଗୁଳି କରିଥିବା ନେଇ ଅଭିଯୋଗ ରହିଥିବା ବେଳେ ସେ ଏକ ମାଫିଆ ରାକେଟ୍ ଚଳାଇଛନ୍ତି। ଚାଷୀମାନଙ୍କର ଏକର ଏକର ଜମି ମଧ୍ୟ ସେ ହଡ଼ପ କରିଥିବା ନେଇ ଅଭିଯୋଗ ରହିଛି। ଏହା ସତ୍ତ୍ୱେ ଦଳ ତାଙ୍କୁ ଟିକେଟ୍ ଦେଇଛି। ପୁଣି ଏଥିପାଇଁ ୨ କୋଟି ଟଙ୍କାର ଡିଲ୍ ହୋଇଛି। କିନ୍ତୁ ଦଳର କୌଣସି ନେତା ଏହାକୁ ବିରୋଧ କରୁ ନାହାନ୍ତି। ଏପରିକି ଅନେକ ଆଶାୟୀ ନେତାଙ୍କୁ ଟିକେଟ୍ ଦିଆଯାଇ ନଥିବା ବେଳେ ସେମାନେ ବି ଟିକେଟ୍ ବଣ୍ଟନରେ ଏଭଳି ପାତରଅନ୍ତରକୁ ନେଇ ପ୍ରଶ୍ନ କରୁ ନାହାନ୍ତି।

ସୂଚନାଯୋଗ୍ୟ, ବିଧାୟକ ବିକ୍ରମ କୁଅଁରକୁ ଏଥର ବିଜେପି ଟିକେଟ୍ ଦେଇ ନାହିଁ। ଏନେଇ ସେ କହିଛନ୍ତି ଯେ ଟିକେଟ୍ ନପାଇବା ନେଇ ସେ ଦୁଃଖିତ ନାହାନ୍ତି। କିନ୍ତୁ ଜଣେ ଅପରାଧିକ ବ୍ୟକ୍ତିଙ୍କୁ ଟିକେଟ୍ ଦିଆଯାଇଥିବା ଯୋଗୁଁ ତାଙ୍କ ମନ ଦୁଃଖ ହୋଇଛି।

ବିକ୍ରମ କୁଅଁରଙ୍କ ପୂର୍ବରୁ ବିଜେପି ସାଂସଦ ଆର.କେ. ସିଂହ ଅଭିଯୋଗ କରିଥିଲେ ଯେ ବିହାର ବିଧାନସଭା ନିର୍ବାଚନ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ଦଳ ଟିକେଟ୍ ଦେଉ ନାହିଁ। ଏହା ଠିକ୍ ନୁହେଁ।  ଅନ୍ୟପକ୍ଷରେ ଦଳରେ ଟିକେଟ୍ ବିକ୍ରି ହୋଇ ନ ଥିବା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ। ‌ଉଚିତ୍ ବିଧିବ୍ୟବସ୍ଥା ମଧ୍ୟରେ ଦଳରେ ଟିକେଟ୍ ବଣ୍ଟନ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story