ବିହାର ବିଧାନସଭା ନିର୍ବାଚନ: କଡ଼ା ସୁରକ୍ଷା ମଧ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ

ପାଟନା: ବିହାର ବିଧାନସଭା ନିର୍ବାଚନର ଆଜି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ଗୁରୁବାର ସକାଳ ୭ଟାରୁ ୫୭ଟି ଆସନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୧କୋଟି ୫୫ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏମାନେ ନିର୍ବାଚନ ମଇଦାନରେ ଥିବା ୮୨୭ ଜଣ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ମତଦାନ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଆଜି ନିର୍ବାଚନ ହେଉଥିବା […]

bihar

bihar

Rakesh Mallick
  • Published: Thursday, 05 November 2015
  • Updated: 05 November 2015, 03:42 AM IST

Sports

Latest News

ପାଟନା: ବିହାର ବିଧାନସଭା ନିର୍ବାଚନର ଆଜି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ଗୁରୁବାର ସକାଳ ୭ଟାରୁ ୫୭ଟି ଆସନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୧କୋଟି ୫୫ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏମାନେ ନିର୍ବାଚନ ମଇଦାନରେ ଥିବା ୮୨୭ ଜଣ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ମତଦାନ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ।

ଆଜି ନିର୍ବାଚନ ହେଉଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ମଧୁବନୀ, ଦରଭଙ୍ଗ।, ସୁପୁଲ, ମାଧେପୁରା, କିଶନଗଞ୍ଜ, ପୁର୍ଣ୍ଣିଆ ଓ କଟିହାର। ଯେଉଁଥିରେ ସୀମାନ୍ତବର୍ତ୍ତୀ ଅଞ୍ଚଳର ୨୪ଟି ଅତି ସମ୍ୱେଦନଶୀଳ ଆସନ ରହିଛି। ଏଥର ନିର୍ବାଚନ ରଣାଙ୍ଗନରେ ଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଜେଡିୟୁର ବରିଷ୍ଠ ମନ୍ତ୍ରୀ ବିଜେନ୍ଦ୍ର ପ୍ରସାଦ ଯାଦବ, ଆରଜେଡି ବିଧାୟକ ଦଳ ନେତା ଅବଦୁଲ ବାରି ସିଦ୍ଦିକି ଓ ଲାଲୁଙ୍କ ଅନୁଗତ ଭୋଲା ଯାଦବ।

ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ଏକ ହଜାର ୩୩ କମ୍ପାନୀ ଫେ।ର୍ସ ମୁତୟନ କରାଯାଇଛି।

ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ସରିବା ପରେ ଆସନ୍ତା ୮ ତାରିଖରେ ଭୋଟ ଗଣତି କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story