ବିହାର ନିର୍ବାଚନ ପୂର୍ବରୁ ଜନତା ପରିବାରରେ ଫାଟ; ସମାଜବାଦୀ ପାର୍ଟି ଏକାକୀ ଲଢ଼ିବ

ପାଟନା/ଲକ୍ଷ୍ନୌ: ବିହାର ବିଧାନସଭା ନିର୍ବାଚନ ନେଇ ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇନାହିଁ। କିନ୍ତୁ ତା’ପୂର୍ବରୁ ଜନତା ପରିବାରରେ ଦେଖାଗଲାଣି ଫାଟ। ଗୁରୁବାର ସମାଜବାଦୀ ପାର୍ଟି ଘୋଷଣା କରିଛି ଯେ ଦଳ ବିହାର ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ। ଦଳର ନେତା ରାମଗୋପାଳ ଯାଦବ ଏକଥା ଘୋଷଣା କରିଛନ୍ତି। ବିହାର ବିଧାନସଭା ନିର୍ବାଚନ ପାଇଁ ନୀତୀଶଙ୍କ ଜନତା ଦଳ ୟୁନାଇଟେଡ୍, ଲାଲୁଙ୍କ ରାଷ୍ଟ୍ରୀୟ ଜନତା ଦଳ ଓ କଂଗ୍ରେସ ଏକାଠି ହୋଇଥିବା ବେଳେ ସମାଜବାଦୀ ପାର୍ଟିର ଏହି ଘୋଷଣା […]

samajbadiparty

samajbadiparty

Rakesh Mallick
  • Published: Thursday, 03 September 2015
  • Updated: 03 September 2015, 09:37 AM IST

samajbadipartyପାଟନା/ଲକ୍ଷ୍ନୌ: ବିହାର ବିଧାନସଭା ନିର୍ବାଚନ ନେଇ ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇନାହିଁ। କିନ୍ତୁ ତା’ପୂର୍ବରୁ ଜନତା ପରିବାରରେ ଦେଖାଗଲାଣି ଫାଟ। ଗୁରୁବାର ସମାଜବାଦୀ ପାର୍ଟି ଘୋଷଣା କରିଛି ଯେ ଦଳ ବିହାର ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ। ଦଳର ନେତା ରାମଗୋପାଳ ଯାଦବ ଏକଥା ଘୋଷଣା କରିଛନ୍ତି। ବିହାର ବିଧାନସଭା ନିର୍ବାଚନ ପାଇଁ ନୀତୀଶଙ୍କ ଜନତା ଦଳ ୟୁନାଇଟେଡ୍, ଲାଲୁଙ୍କ ରାଷ୍ଟ୍ରୀୟ ଜନତା ଦଳ ଓ କଂଗ୍ରେସ ଏକାଠି ହୋଇଥିବା ବେଳେ ସମାଜବାଦୀ ପାର୍ଟିର ଏହି ଘୋଷଣା ସମସ୍ତଙ୍କୁ ଚକିତ କରିଛି। ନିକଟରେ ବିହାରରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ନୀତୀଶ ଓ ଲାଲୁ ‘ସ୍ୱାଭିମାନ ରାଲି’ରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆହ୍ୱାନ ଦେଇଥିଲେ।  ଅବଶ୍ୟ ଏହି ରାଲିରେ ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂହ ଯାଦବ ଅନୁପସ୍ଥିତ ରହିଥିଲେ।

କୁହାଯାଉଛି ଆସନ ବୁଝାମଣାକୁ ନେଇ ସମାଜବାଦୀ ପାର୍ଟି ଅସନ୍ତୋଷ ଥିଲା। ସେହି କାରଣରୁ ଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ସମାଜବାଦୀ ପାର୍ଟିକୁ ୫ଟି ଆସନରେ ନିର୍ବାଚନ ଲଢ଼ିବାକୁ ଲାଲୁ ଯାଦବ ପ୍ରସ୍ତାବ ଦେଇଥିଲେ। ତେବେ ଏତେ କମ୍ ସଂଖ୍ୟକ ଆସନ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କଠାରୁ ଆରମ୍ଭ କରି ଦଳର ସମସ୍ତ ତୁଙ୍ଗ ନେତା ଅସନ୍ତୁଷ୍ଟ ଥିଲେ। ଏନେଇ ଆଜି ଲକ୍ଷ୍ମୌରେ ଦଳର ଏକ ବୈଠକ ବସିଥିଲା। ଆଉ ଏଥିରେ ନିଷ୍ପତ୍ତି ହୋଇଥିଲା ଯେ ଦଳ ବିହାର ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story