ବିହାରର ସହରସା ରାଲିକୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ: ଦୁଇଦିନିଆ ୟୁଏଇ ଗସ୍ତ ସାରି ଗତକାଲି ଭାରତକୁ ଫେରି ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମୋଦି ବିହାରର ସହରସା ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବେ। ମୋଦି ଏହି ପରିବର୍ତ୍ତନ ରାଲିରେ ବିହାର ପାଇଁ ବିଶେଷ ଆର୍ଥିକ ପ୍ୟାକେଜ ଘୋଷଣା କରିପାରନ୍ତି। ମୋଦିଙ୍କ ସହରସା ରାଲି ନେଇ ସ୍ଥାନୀୟ ଲୋକେ ବେଶ୍ ଉତ୍ସାହିତ ଥିବା ଜଣାପଡିଛି। ସହରାସା ରାଲି ପୂର୍ବରୁ ମୋଦି ଆରା ଗସ୍ତରେ ଯିବେ। ଏଠାରେ ସେ ପାଟନାରୁ ବକସର ମଧ୍ୟରେ ୪ ଲାଇନ୍ ବିଶିଷ୍ଟ ରାସ୍ତାର […]

pm

pm

Rakesh Mallick
  • Published: Tuesday, 18 August 2015
  • Updated: 18 August 2015, 08:29 AM IST

Sports

Latest News

ନୂଆଦିଲ୍ଲୀ: ଦୁଇଦିନିଆ ୟୁଏଇ ଗସ୍ତ ସାରି ଗତକାଲି ଭାରତକୁ ଫେରି ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମୋଦି ବିହାରର ସହରସା ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବେ। ମୋଦି ଏହି ପରିବର୍ତ୍ତନ ରାଲିରେ ବିହାର ପାଇଁ ବିଶେଷ ଆର୍ଥିକ ପ୍ୟାକେଜ ଘୋଷଣା କରିପାରନ୍ତି। ମୋଦିଙ୍କ ସହରସା ରାଲି ନେଇ ସ୍ଥାନୀୟ ଲୋକେ ବେଶ୍ ଉତ୍ସାହିତ ଥିବା ଜଣାପଡିଛି।

ସହରାସା ରାଲି ପୂର୍ବରୁ ମୋଦି ଆରା ଗସ୍ତରେ ଯିବେ। ଏଠାରେ ସେ ପାଟନାରୁ ବକସର ମଧ୍ୟରେ ୪ ଲାଇନ୍ ବିଶିଷ୍ଟ ରାସ୍ତାର ଶିଳାନ୍ୟାସ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story