ବ୍ରିଟେନ୍‌ରେ ଅଡ଼ୁଆରେ ମାଲ୍ୟା, ମନି ଲଣ୍ଡରିଂରେ ଫସିଛନ୍ତି

ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କଗୁଡ଼ିକୁ ୯୦୦୦ କୋଟି ଟଙ୍କାର ଚୂନା ଲଗାଇ ବ୍ରିଟେନରେ ଲୁଚିଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କର ମୁସ୍କିଲ ଆହୁରି ବଢ଼ିବ। ବ୍ରିଟେନରେ ବି ସେ ଅଡୁଆରେ ପଡ଼ି ଯାଇଛନ୍ତି।  ବିଟ୍ରେନର ତଦନ୍ତକାରୀ ଏଜେନ୍ସି ଏସଏଫଓ ହାତରେ ଏମିତି କିଛି ପ୍ରମାଣ ପଡ଼ିଛି ଯେଉଁଥିରୁ ସଙ୍କେତ ମିଳୁଛି ଯେ ସେ ନିଜ କଳାଧନକୁ ଧଳା କରିବା ପାଇଁ ମନି ଲଣ୍ଡରିଂର ସାହାଯ୍ୟ ନେଇଛନ୍ତି। ଏଥିପାଇଁ ସେ ବ୍ରିଟେନର କିଛି କମ୍ପାନୀରେ ନିବେଶ କରିଛନ୍ତି। ଏସଏଫଓ ମାଲ୍ୟାଙ୍କ […]

Rakesh Mallick
  • Published: Friday, 15 September 2017
  • Updated: 15 September 2017, 02:21 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କଗୁଡ଼ିକୁ ୯୦୦୦ କୋଟି ଟଙ୍କାର ଚୂନା ଲଗାଇ ବ୍ରିଟେନରେ ଲୁଚିଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କର ମୁସ୍କିଲ ଆହୁରି ବଢ଼ିବ। ବ୍ରିଟେନରେ ବି ସେ ଅଡୁଆରେ ପଡ଼ି ଯାଇଛନ୍ତି।  ବିଟ୍ରେନର ତଦନ୍ତକାରୀ ଏଜେନ୍ସି ଏସଏଫଓ ହାତରେ ଏମିତି କିଛି ପ୍ରମାଣ ପଡ଼ିଛି ଯେଉଁଥିରୁ ସଙ୍କେତ ମିଳୁଛି ଯେ ସେ ନିଜ କଳାଧନକୁ ଧଳା କରିବା ପାଇଁ ମନି ଲଣ୍ଡରିଂର ସାହାଯ୍ୟ ନେଇଛନ୍ତି। ଏଥିପାଇଁ ସେ ବ୍ରିଟେନର କିଛି କମ୍ପାନୀରେ ନିବେଶ କରିଛନ୍ତି। ଏସଏଫଓ ମାଲ୍ୟାଙ୍କ ବ୍ୟାଙ୍କ ଡିଟେଲ୍‌ସ ଓ ବିଭିନ୍ନ କମ୍ପାନୀରେ କରିଥିବା ନିବେଶ ଓ ତାଙ୍କର ସେୟାର ସଂପର୍କିତ ନଥିପତ୍ର ପାଇଛି।

ଏସଏଫଓ ମାଲ୍ୟା ଓ ବ୍ରିଟେନର ଉକ୍ତ କମ୍ପାନୀଗୁଡ଼ିକ ବିରୋଧରେ ଏକ ସ୍ୱତନ୍ତ୍ର ତଦନ୍ତ କରିବ ବୋଲି ନିଷ୍ପତ୍ତି ନେଇଛି।  ବ୍ରିଟେନର ଏହି ଏଜେନ୍ସୀ ଭାରତର ସିବିଆଇ ଓ ଇଡିର ଅଧିକାରୀଙ୍କୁ ମାଲ୍ୟାଙ୍କ ସଂପତ୍ତି ସଂପର୍କରେ ସୂଚନା ଦେବା ପାଇଁ କହିଛନ୍ତି।

ମାଲ୍ୟାଙ୍କ ବିରୋଧରେ ଏସଏଫଓର ତଦନ୍ତ ଭାରତ ପାଇଁ ଭଲ ସୁଯୋଗ। ଏହା ଭାରତରେ ମାଲ୍ୟାଙ୍କ କେସ୍‌କୁ ଆହୁରି ମଜଭୁତ କରିବ। ବର୍ତ୍ତମାନ ମାଲ୍ୟାଙ୍କ ବିରୋଧରେ ଭାରତ ବ୍ରିଟେନ କୋର୍ଟରେ କେସ୍‌ ଲଢ଼ୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story