ବିକାନେର ଅଞ୍ଚଳରୁ ଦୁଇ ସନ୍ଦିଗ୍ଧ ଅପରାଧୀ ଗିରଫ

ବିକାନେର: ରାଜସ୍ଥାନର ବିକାନେର ଅଞ୍ଚଳରେ ଦୁଇ ସନ୍ଦିଗ୍ଧ ଅପରାଧୀଙ୍କୁ ପୋଲିସ୍‌ ଗିରଫ କରିଛି। ଏହି ଦୁଇ ଅପରାଧୀ ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସଏଫ) ସଂପର୍କରେ ସୂଚନା ଜାଣିବା ପାଇଁ ଗାଁ ଲୋକଙ୍କୁ ପଚରା ଉଚରା କରୁଥିଲେ। ସୂଚନା ବଦଳରେ ୨୫ଲକ୍ଷ ଟଙ୍କା ଦେବାର ଲାଞ୍ଚ ମଧ୍ୟ ଯାଚିଥିଲେ।

ଖବର ମୁତାବକ ଦୁଇ ଅପରାଧୀଙ୍କ ନାମ ଶ୍ରବଣ ଏବଂ ସୁରେନ୍ଦ୍ର। ଦୁହେଁ ଗାଁ ଲୋକଙ୍କୁ ଟଙ୍କାର ଲୋଭ ଦେଖାଇ ବିଏସଏଫ ସହ ଜଡିତ ତଥ୍ୟ ସଂପର୍କିତ ସୂଚନା ଜାଣିବାକୁ ଚାହିଁଥିଲେ।

ଆହୁରି ପଢ଼ନ୍ତୁ

କଙ୍ଗନା ଓ ତାଙ୍କ ଉଭଣୀଙ୍କୁ ଜେରା କରିବ ପୁଲିସ୍‌, ପଠାଇଲା ସମନ

ରାଗ ସମ୍ଭାଳି ପାରିଲେନି ନୀତୀଶ, ସଭାରେ ଲୋକଙ୍କୁ ନନସେନ୍ସ କହିଲେ

ଦୁର୍ଗା ମଣ୍ଡପରେ ଲକଡାଉନ ଯନ୍ତ୍ରଣାର ଦୃଶ୍ୟ ସହ ସୋନୁ ସୁଦ୍‌ଙ୍କ ପ୍ରତିମୂର୍ତ୍ତି, ଦେଖନ୍ତୁ ଭିଡିଓ

ଏନଡିଏକୁ ଅଲବିଦା କହିଲେ, ମମତାଙ୍କ ସହ ହାତ ମିଳାଇଲେ ଫେରାର ବିମଳ ଗୁରୁଙ୍ଗ

ବିହାର ପାଇଁ କଂଗ୍ରେସର ‘ବଦଲାବ ପତ୍ର’ ଓ ଏଲଜେପିର ‘ବିହାର ଫାଷ୍ଟ, ବିହାରୀ ଫାଷ୍ଟ’

ଅଶ୍ଳୀଳ କଲ୍‌ ପାଇଁ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଲେ ମା’ ଝିଅ

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କଲେ ମୋଦି ସରକାର

କନକ ଦୁର୍ଗା ମନ୍ଦିରରେ ଭୟଙ୍କର ଭୂସ୍ଖଳନ: ଏକାଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା

ମହାରାଷ୍ଟ୍ର ବିଜେପିକୁ ଝଟକା, ଦଳ ଛାଡ଼ିଲେ ବରିଷ୍ଠ ନେତା

ପୁଣି ବଦଳିପାରେ ଏଆଇସିସି ରୂପରେଖ

କରୋନା ଟିକାର ପରୀକ୍ଷା ପାଇଁ ଜାଣିଶୁଣି ଲୋକଙ୍କୁ ସଂକ୍ରମିତ କରିବ ଏହି ଦେଶ

ନାସାର ଐତିହାସିକ ସଫଳତା, ମହାକାଶରୁ ନମୁନା ସଂଗ୍ରହ କଲା ଓସିରିସ୍-ରେକ୍ସ