ମରିଗଲା ମାନବିକତା: ଅପହରଣ କରି ମହିଳାଙ୍କ ସହ ଦୁଷ୍କର୍ମ କଲେ ୨୩ ଦୁର୍ବୃତ୍ତ

ବିକାନେର: ରାଜସ୍ଥାନର ବିକାନେରରେ ଘଟିଛି ଏକ ଅମାନବୀୟ କାଣ୍ଡ। ସବୁ ମାନବିକତାକୁ ଭୁଲି ଯାଇ ଜଣେ ମହିଳାଙ୍କୁ ୨୩ ଜଣ ଦୁଷ୍କର୍ମ ରିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ବିକାନେର ପୋଲିସ୍‌ ୬ ଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ ଦିଲ୍ଲୀର ଜଣେ ମହିଳା ବିକାନେରରେ ଥିବା ନିଜ ଜମିକୁ ଦେଖିବାକୁ ଆସିଥିଲେ। ଜୟପୁର ରୋଡ ଅଞ୍ଚଳରୁ ଦୁର୍ବୃତ୍ତମାନେ ମହିଳାଙ୍କୁ ଅପହରଣ କରିନେଥିଲେ। ଏହାପରେ ଜରକ ପରେ ଜଣେ ୨୩ ଜଣ ଗାଡି ଭିତରେ […]

gangrape

gangrape

Rakesh Mallick
  • Published: Friday, 29 September 2017
  • Updated: 29 September 2017, 04:02 PM IST

Sports

Latest News

ବିକାନେର: ରାଜସ୍ଥାନର ବିକାନେରରେ ଘଟିଛି ଏକ ଅମାନବୀୟ କାଣ୍ଡ। ସବୁ ମାନବିକତାକୁ ଭୁଲି ଯାଇ ଜଣେ ମହିଳାଙ୍କୁ ୨୩ ଜଣ ଦୁଷ୍କର୍ମ ରିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ବିକାନେର ପୋଲିସ୍‌ ୬ ଜଣଙ୍କୁ ଗିରଫ କରିଛି।

ଅଭିଯୋଗ ଅନୁସାରେ ଦିଲ୍ଲୀର ଜଣେ ମହିଳା ବିକାନେରରେ ଥିବା ନିଜ ଜମିକୁ ଦେଖିବାକୁ ଆସିଥିଲେ। ଜୟପୁର ରୋଡ ଅଞ୍ଚଳରୁ ଦୁର୍ବୃତ୍ତମାନେ ମହିଳାଙ୍କୁ ଅପହରଣ କରିନେଥିଲେ। ଏହାପରେ ଜରକ ପରେ ଜଣେ ୨୩ ଜଣ ଗାଡି ଭିତରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ତାଙ୍କୁ ରାସ୍ତା କଡ଼ରେ ଫୋପାଡ଼ି ଫେରାର ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story