ଜିଏସ୍‌ଟି ପ୍ରଭାବ: ଶସ୍ତା ହେଲା କାର ଓ ବାଇକ୍, ଗ୍ରାହକ ଉତ୍ସାହିତ

ଭୁବନେଶ୍ୱର: ଦେଶରେ ଏବେ ଜିଏସ୍‌ଟି ମାହୋଲ। ଯେଉଁଆଡେ ଯିବେ ଜିଏସଟିର ଚର୍ଚ୍ଚା ଶୁଣିବାକୁ ପାଇବେ। ୩୦ ତାରିଖ ମଧ୍ୟ ରାତିରୁ ଜିଏଟି ଲାଗୁ ହେବା ପରେ ବିଭିନ୍ନ ଜିନିଷପତ୍ରର ଦାମ ପରିବର୍ତ୍ତନ ହୋଇଛି। ଅନେକ ଜିନିଷର ମୂଲ୍ୟ କମ ହୋଇଥିବା ବେଳେ କିଛି ଜିନିଷର ମୂଲ୍ୟ ବୃଦ୍ଧିପାଇଛି। କୁହାଯାଉଛି ସାଧରଣ ଲୋକଙ୍କୁ ଜିଏସଟି ବେଶ ସୁହାଇବ। ଜିଏସ୍‌ଟି ଲାଗୁ ପରେ ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡିବାରେ ଲାଗିଛି।  ଜିଏସଟି ଯୋଗୁଁ ବାଇକ୍‌ ଓ କାର ମୂଲ୍ୟ […]

bike-car

bike-car

Rakesh Mallick
  • Published: Saturday, 01 July 2017
  • Updated: 01 July 2017, 07:21 PM IST

Sports

Latest News

ଭୁବନେଶ୍ୱର: ଦେଶରେ ଏବେ ଜିଏସ୍‌ଟି ମାହୋଲ। ଯେଉଁଆଡେ ଯିବେ ଜିଏସଟିର ଚର୍ଚ୍ଚା ଶୁଣିବାକୁ ପାଇବେ। ୩୦ ତାରିଖ ମଧ୍ୟ ରାତିରୁ ଜିଏଟି ଲାଗୁ ହେବା ପରେ ବିଭିନ୍ନ ଜିନିଷପତ୍ରର ଦାମ ପରିବର୍ତ୍ତନ ହୋଇଛି। ଅନେକ ଜିନିଷର ମୂଲ୍ୟ କମ ହୋଇଥିବା ବେଳେ କିଛି ଜିନିଷର ମୂଲ୍ୟ ବୃଦ୍ଧିପାଇଛି। କୁହାଯାଉଛି ସାଧରଣ ଲୋକଙ୍କୁ ଜିଏସଟି ବେଶ ସୁହାଇବ।

ଜିଏସ୍‌ଟି ଲାଗୁ ପରେ ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡିବାରେ ଲାଗିଛି।  ଜିଏସଟି ଯୋଗୁଁ ବାଇକ୍‌ ଓ କାର ମୂଲ୍ୟ ହ୍ରାସ ପାଇଛି। ପ୍ରାୟ ସମସ୍ତ କାରର ମୂଲ୍ୟ କମି ଯାଇଛି। ଛୋଟ ଛୋଟ କାର୍‌ର ଉପରେ ୨.୪ ପ୍ରତିଶତ କର ଛାଡ ପାଇଥିବା ଜଣାପଡିଛି। ଯେଉଁଥିରେ ରହିଛି, ଅଲ୍ଟୋ, ସ୍ୱିଫ୍ଟି, ଆଇ-୨୦ ଭଳି ଛୋଟ କାର।

ସେହିପରି ମଧ୍ୟମ ଶ୍ରେଣୀୟ କାର୍‌ ଗୁଡିକ ମଧ୍ୟ ଶସ୍ତା ହୋଇଛି। ମଧ୍ୟମ ଶ୍ରେଣୀୟ କାର୍‌ ଉପରେ ୩.୬ ପ୍ରତିଶତ କର ଛାଡ ହୋଇଛି। ଯେଉଁଥିରେ ହୋଣ୍ଡା ସିଟି, ଭର୍‌ନା,ମାରୁତି ସିଆଜ୍‌, ଭେଣ୍ଟୋ ଇତ୍ୟାଦି।

ଲଗଜ୍ୟୁରିଅସ୍‌ କାର୍‌ର ମଧ୍ୟ ମୂଲ୍ୟ ହ୍ରାସ ପାଇଛି। ମରସେଡିଜ୍‌ ଜିଏଲ୍‌ଏସ୍‌-୩୫୦ ଏସ୍‌ୟୁଭି ଗାଡ଼ିର ମୂଲ୍ୟା ପାଖାପାଖି ୩ ଲକ୍ଷ ଟଙ୍କା କମିଯାଇଛି। ସେହିପରି ହୁଣ୍ଡାଇ କ୍ରେଟା ୬୦ହଜାର ଟଙ୍କା ପର୍ଯ୍ୟନ୍ତ କମିଯାଇଛି।

ଅନ୍ୟପଟେ ଅଧିକାଂଶ ବାଇକ୍‌ର ମୂଲ୍ୟ ମଧ୍ୟ କମିଯାଇଛି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ବେଶ୍ ଉତ୍ସାହ ବଢିଯାଇଛି। ବିଭିନ୍ନ ବାଇକ୍‌ ଉପରେ ପାଖାପାଖି ୫ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ ପାଇଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story