ସନ୍ଦେହରେ ବିଶିଷ୍ଟ ମହିଳା ବାଇକ ଚାଳକ ସାନା ଇକବାଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ମହିଳା ବାଇକ ଚାଳକ ସାନା ଇକବାଲଙ୍କ ମୃତ୍ୟୁ।  ହାଇଦ୍ରାବାଦରେ ଏକ ବାଇକ୍ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ଆତ୍ମହତ୍ୟା ଓ ମାନସିକ ଅବସାଦକୁ ନେଇ ସାରା ଦେଶରେ ବୁଲି ବୁଲି ସଚେତନତା କରିଥିବାରୁ ସାନା ବେଶ୍‌ ଜଣାଶୁଣା ଥିଲେ। ତାଙ୍କୁ ଏକ କାର୍ ଧକ୍କା ଦେଇଥିଲା,ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ତାଙ୍କ ମା’ ଏହା ଦୁର୍ଘଟଣା ନୁହେଁ, ବରଂ ହତ୍ୟା ବୋଲି […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 06:26 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ମହିଳା ବାଇକ ଚାଳକ ସାନା ଇକବାଲଙ୍କ ମୃତ୍ୟୁ।  ହାଇଦ୍ରାବାଦରେ ଏକ ବାଇକ୍ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ଆତ୍ମହତ୍ୟା ଓ ମାନସିକ ଅବସାଦକୁ ନେଇ ସାରା ଦେଶରେ ବୁଲି ବୁଲି ସଚେତନତା କରିଥିବାରୁ ସାନା ବେଶ୍‌ ଜଣାଶୁଣା ଥିଲେ। ତାଙ୍କୁ ଏକ କାର୍ ଧକ୍କା ଦେଇଥିଲା,ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ତାଙ୍କ ମା’ ଏହା ଦୁର୍ଘଟଣା ନୁହେଁ, ବରଂ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ସାନାଙ୍କ ସ୍ୱାମୀ ଷଡ଼ଯନ୍ତ୍ର କରି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ସାନାଙ୍କ ମା। ପୋଲିସ ଘଟଣାର ତଦନ୍ତ କରୁଛି। ଅଷ୍ଟମ ଶ୍ରେଣୀରୁ ବାଇକ ଚଳାଉଥିବା ସାନା ଏକୁଟିଆ ବାଇକରେ ବୁଲି ସଚେତନତା ସୃଷ୍ଟି କରୁଥିଲେ।  ଆତ୍ମହତ୍ୟା ସମସ୍ୟାର ସମାଧାନ ନୁହେଁ ବୋଲି ସେ କହୁଥିଲେ।  ୨୦୧୫ରେ ସେ ସାରା ଦେଶରେ ୩୮ ହଜାର କିଲୋମିଟର ଅତିକ୍ରମ କରି  ରେକର୍ଡ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story