ଭାରତର ଅର୍ଥନୀତିକ ଅଭିବୃଦ୍ଧି ନେଇ ପ୍ରଶଂସା କଲେ ବିଲ୍‌ ଗେଟ୍ସ

ନୂଆଦିଲ୍ଲୀ: ଆଗାମୀ ଦଶନ୍ଧିରେ ଭାରତର ଅର୍ଥନୀତି ‘ଖୁବ୍‌ ବେଗରେ’ ଅଭିବୃଦ୍ଧି କରିବାର ଦକ୍ଷତା ରଖିଥିବା କହିଛନ୍ତି ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ତଥା କୋଟିପତି ସମାଜସେବୀ ବିଲ୍‌ ଗେଟ୍ସ। ସେ କହିଛନ୍ତି ଏହି ଅର୍ଥନୀତିକ ଅଭିବୃଦ୍ଧି ଗରିବୀ ହଟାଇପାରିବ ବୋଲି ସେ କହିଛନ୍ତି। ଏଥିସହ ସେ କହିଛନ୍ତି ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ନିବେଶ ପାଇଁ ସରକାର ପ୍ରୋତ୍ସାହନ ଦେବା ଆବଶ୍ୟକ ବୋଲି କହିଛନ୍ତି। ବିଶ୍ୱର ଶ୍ରେଷ୍ଠ ଧନୀମାନଙ୍କ ମଧ୍ୟରେ ଗଣାଯାଉଥିବା ବିଲ୍ ଗେଟ୍ସ ଏହି ଅବସରରେ ଆଧାର ବ୍ୟବସ୍ଥାର […]

bil-gates

bil-gates

Subrat Kumar Nayak
  • Published: Sunday, 17 November 2019
  • Updated: 17 November 2019, 05:56 PM IST

Sports

Latest News

ନୂଆଦିଲ୍ଲୀ: ଆଗାମୀ ଦଶନ୍ଧିରେ ଭାରତର ଅର୍ଥନୀତି ‘ଖୁବ୍‌ ବେଗରେ’ ଅଭିବୃଦ୍ଧି କରିବାର ଦକ୍ଷତା ରଖିଥିବା କହିଛନ୍ତି ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ତଥା କୋଟିପତି ସମାଜସେବୀ ବିଲ୍‌ ଗେଟ୍ସ। ସେ କହିଛନ୍ତି ଏହି ଅର୍ଥନୀତିକ ଅଭିବୃଦ୍ଧି ଗରିବୀ ହଟାଇପାରିବ ବୋଲି ସେ କହିଛନ୍ତି। ଏଥିସହ ସେ କହିଛନ୍ତି ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ନିବେଶ ପାଇଁ ସରକାର ପ୍ରୋତ୍ସାହନ ଦେବା ଆବଶ୍ୟକ ବୋଲି କହିଛନ୍ତି।

ବିଶ୍ୱର ଶ୍ରେଷ୍ଠ ଧନୀମାନଙ୍କ ମଧ୍ୟରେ ଗଣାଯାଉଥିବା ବିଲ୍ ଗେଟ୍ସ ଏହି ଅବସରରେ ଆଧାର ବ୍ୟବସ୍ଥାର ଭୁରି ଭୁରି ପ୍ରଶଂସା କରିଛନ୍ତି। ଆର୍ଥିକ ସେବା ଏବଂ ମେଡିସିନ୍‌ କ୍ଷେତ୍ରରେ ଦେଶର ପ୍ରଦର୍ଶନକୁ ସେ ପ୍ରଶଂସା କରିଛନ୍ତି। ଭାରତର ଅର୍ଥନୀତି ବର୍ତ୍ତମାନ ସଙ୍କଟଜନକ ସ୍ଥିତିରେ ଥିବା ନେଇ ଲଗାତାର ଖବର ପ୍ରକାଶ ପାଉଥିବାବେଳେ ହିଁ ବିଲ୍‌ ଗେଟ୍ସ ଏଭଳି ସକାରାତ୍ମକ ମତ ରଖିଛନ୍ତି। ଭାରତ ନିକଟରେ ରହିଥିବା ସୁଯୋଗକୁ ଉପଯୋଗ କଲେ ଲକ୍ଷ୍ୟ ହାସଲ କରାଯାଇ ପାରିବ ବୋଲି ସେ ଦର୍ଶାଇବାକୁ ଚାହିଁଛନ୍ତି।

ସେ କହିଛନ୍ତି, “ସଦ୍ୟ କ’ଣ ପରିବର୍ତ୍ତନ ଆସିଛି ସେ ବାବଦରେ ମୋର ବିଶେଷ ଜ୍ଞାନ ନାହିଁ। କିନ୍ତୁ ମୁଁ ଆଗାମୀ ଦଶନ୍ଧି ବାବଦରେ କହିବାକୁ ଚାହେଁ ଭାରତରେ ଲକ୍ଷ୍ୟ ସାଧନ ପାଇଁ ଦକ୍ଷତା ରହିଛି।”

ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଆମାଜନ୍‌ ମୁଖ୍ୟ ଜେଫ୍‌ ବେଜୋସ୍‌ଙ୍କୁ ହଟାଇ ବିଲ୍‌ ଗେଟ୍ସ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ହୋଇଛନ୍ତି। ସେ ବର୍ତ୍ତମାନ ୧୧୦ ବିଲିଅନ୍‌ ଡଲାରର ମାଲିକ ଏବଂ ୩୫ ବିଲିଅନ୍‌ ଡଲାର ଦାନ କରିସାରିଛନ୍ତି। ସେ ବିଲ୍‌ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍‌ ମାଧ୍ୟମରେ ଏହି ଦାନ କରିଛନ୍ତି।

ସେ ଭାରତର ଅର୍ଥନୀତି କହିଛନ୍ତି, ସମସ୍ତେ ଆଶା କରୁଛନ୍ତି ଯଦି ଦକ୍ଷତା ରହିଛି ତାହାଲା ଭଲ ଅଭିବୃଦ୍ଧି ହେବାର ଦରକାର। ଭାରତ ପାଖରେ ସେହି ଅଭିବୃଦ୍ଧି ପାଇଁ ସୁଯୋଗ ରହିଛି। ବିଲ୍‌ ଗେଟ୍ସ ବର୍ତ୍ତମାନ ନିଜ ଫାଉଣ୍ଡେସନ୍‌ର କାର୍ଯ୍ୟ ସମୀକ୍ଷା କରିବା ପାଇଁ ୩ ଦିନିଆ ଭାରତ ଗସ୍ତରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story