ବିପାସା ଗୁରୁତର: ମେଡିକାଲରେ ହେଲେ ଭର୍ତ୍ତି, ପରିବାର ଲୋକେ କିଛି କହୁନାହାନ୍ତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ବିପାସା ବସୁଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ନାହିଁ। ଗତକାଲି ତାଙ୍କୁ ହିନ୍ଦୁଜା ହେଲ୍‌ଥକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଶ୍ୱାସ ନେବାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ କିଛି ଦିନ ହେବ ବିପାସାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି। ଚିକିତ୍ସା ପାଇଁ ସେ ଗତ କିଛି ଦିନ ହେବ ହିନ୍ଦୁଜା ହେଲ୍‌ଥକେୟାର ଯାଉଥିଲେ। କିନ୍ତୁ ଗତକାଲି  ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ଚିକିତ୍ସା ଚାଲିଛି।  ବିପାସାଙ୍କ […]

bipasha

bipasha

Rakesh Mallick
  • Published: Saturday, 02 June 2018
  • Updated: 02 June 2018, 08:17 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ବିପାସା ବସୁଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ନାହିଁ। ଗତକାଲି ତାଙ୍କୁ ହିନ୍ଦୁଜା ହେଲ୍‌ଥକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଶ୍ୱାସ ନେବାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତ କିଛି ଦିନ ହେବ ବିପାସାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି। ଚିକିତ୍ସା ପାଇଁ ସେ ଗତ କିଛି ଦିନ ହେବ ହିନ୍ଦୁଜା ହେଲ୍‌ଥକେୟାର ଯାଉଥିଲେ। କିନ୍ତୁ ଗତକାଲି  ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ଚିକିତ୍ସା ଚାଲିଛି।  ବିପାସାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ କିଛି କହିବାକୁ ପରିବାର ଲୋକେ ମନା କରିଦେଇଛନ୍ତି। ଗତ ତିନି ବର୍ଷ ହେବ ବିପାସା ଫିଲ୍ମଠୁ ଦୂରେଇ ରହିଛନ୍ତି। ୨୦୧୫ରେ ଶେଷଥର ପାଇଁ ତାଙ୍କୁ ସ୍ୱାମୀ କରନ ସିଂ ଗ୍ରୋବରଙ୍କ ସହ 'ଏଲୋନ' ଫିଲ୍ମରେ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story