ଦେଶ ଛାଡିଲା ବାର୍ଡଫ୍ଲୁ: ଆଉ ନାହିଁ ପକ୍ଷୀ ରୋଗର ଭୟ

ମୁମ୍ବାଇ: ଦୀର୍ଘ୧୨ ବର୍ଷ ଧରି ଭାରତରେ ଆତଙ୍କ ଖେଳାଇଥିବା ସଂକ୍ରାମକ ରୋଗ ବାର୍ଡଫ୍ଲୁ କବଳରୁ ଭାରତ ମୁକ୍ତ ହୋଇଛି। ଏହି ଘୋଷଣା କରିଛି ବିଶ୍ୱ ପଶୁ ସ୍ୱାସ୍ଥ୍ୟ ସଙ୍ଗଠନ। ଚଳିତବର୍ଷ ଜୁଲାଇ ୬ ତାରିଖରୁ ଏହି ରୋଗ  ଭାରତ ଛାଡ଼ିଛି ବୋଲି ଏହି ସଙ୍ଗଠନ ଘୋଷଣା କରିଛି। ୧୮୭୮ରେ ପ୍ରଥମ ଥର ପାଇଁ ଇଟାଲିରେ ଏହି ରୋଗ ଚିହ୍ନଟ ହୋଇ ପୁରା ବିଶ୍ୱକୁ ବ୍ୟାପିଥିଲା। ଭାରତର ଏହାର ପ୍ରବେଶ ହୋଇଥିଲା ୨୦୦୬ ମସିହାରେ। ମହାରାଷ୍ଟ୍ର ନନ୍ଦୁରବାର ଜିଲ୍ଲା […]

bird+flu+640-25022017094615

bird+flu+640-25022017094615

Rakesh Mallick
  • Published: Friday, 07 July 2017
  • Updated: 07 July 2017, 04:21 PM IST

ମୁମ୍ବାଇ: ଦୀର୍ଘ୧୨ ବର୍ଷ ଧରି ଭାରତରେ ଆତଙ୍କ ଖେଳାଇଥିବା ସଂକ୍ରାମକ ରୋଗ ବାର୍ଡଫ୍ଲୁ କବଳରୁ ଭାରତ ମୁକ୍ତ ହୋଇଛି। ଏହି ଘୋଷଣା କରିଛି ବିଶ୍ୱ ପଶୁ ସ୍ୱାସ୍ଥ୍ୟ ସଙ୍ଗଠନ। ଚଳିତବର୍ଷ ଜୁଲାଇ ୬ ତାରିଖରୁ ଏହି ରୋଗ  ଭାରତ ଛାଡ଼ିଛି ବୋଲି ଏହି ସଙ୍ଗଠନ ଘୋଷଣା କରିଛି। ୧୮୭୮ରେ ପ୍ରଥମ ଥର ପାଇଁ ଇଟାଲିରେ ଏହି ରୋଗ ଚିହ୍ନଟ ହୋଇ ପୁରା ବିଶ୍ୱକୁ ବ୍ୟାପିଥିଲା। ଭାରତର ଏହାର ପ୍ରବେଶ ହୋଇଥିଲା ୨୦୦୬ ମସିହାରେ। ମହାରାଷ୍ଟ୍ର ନନ୍ଦୁରବାର ଜିଲ୍ଲା ନଭାପୁର ଗାଁରେ ଏହି ରୋଗ ପ୍ରଥମେ ଚିହ୍ନଟ କରାଯାଇଥିଲା। ଧୀରେ ଧୀରେ ଏହା ଦେଶବ୍ୟାପି ସଂକ୍ରମିତ ହୋଇଥିଲା। ଏଥିରୁ ବାଦ ପଡି ନଥିଲା ଓଡିଶା। ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ କରି ଚିହ୍ନଟ କରାଯାଇଥିଲା ଏହି ଭାଇରସ। ଖୋର୍ଦ୍ଧାର ପାଖାପାଖି ୪୦ ହଜାର ପକ୍ଷୀଙ୍କୁ ଆକ୍ରମଣ କରିଥିଲା ଏହି ରୋଗ। ଦୀର୍ଘ ୧୨ ବର୍ଷ ଏହି ଭୟଙ୍କର ରୋଗ ସହ ସଙ୍ଘର୍ଷ କିରିବା ପରେ ଶେଷରେ ୬ ଜୁଲାଇରେ ଏହି ରୋଗ ଭାରତ ଛାଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story