ବିଶାଖାପାଟଣାରେ ଇଣ୍ଟରନ୍ୟାସନାଲ ଫ୍ଲିଟ୍‌ରିଭ୍ୟୁ କଲେ ରାଷ୍ଟ୍ରପତି

ବିଶାଖାପାଟଣା:  ଆନ୍ଧ୍ରପ୍ରଦେଶର  ବିଶାଖାପାଟଣା ନିକଟରେ  ଇଣ୍ଟରନ୍ୟାସନାଲ ଫ୍ଲିଟ୍‌ରିଭ୍ୟୁ କରିଛନ୍ତି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଆଇଏନ୍‌ଏସ୍ ସୁମିତ୍ରାରେ ଯାତ୍ରା କରି ଫ୍ଲିଟ୍‌ରିଭ୍ୟୁ କରିଛନ୍ତି ରାଷ୍ଟ୍ରପତି । ତାଙ୍କ ସହ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଓ ପ୍ରତିରକ୍ଷା ମନ୍ତ୍ରୀ ମନୋହର  ପାରିକର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଭାରତୀୟ ନୌସେନା ଫ୍ଲିଟ୍ ରିଫ୍ୟୁରେ ୫୦ଟି ଦେଶର ପ୍ରାୟ ଶହେ ଜାହାଜ ସାମିଲ  ହୋଇଛନ୍ତି। କେବଳ ଭାରତ ପକ୍ଷରୁ ୭୫ଟି ଯୁଦ୍ଧ ଜାହାଜ ସାମିଲ ହୋଇଥିବା  ବେଳେ ୨୪ଟି ଅନ୍ତର୍ଜାତୀୟ […]

pranab

pranab

Rakesh Mallick
  • Published: Saturday, 06 February 2016
  • Updated: 06 February 2016, 09:27 AM IST

Sports

Latest News

ବିଶାଖାପାଟଣା:  ଆନ୍ଧ୍ରପ୍ରଦେଶର  ବିଶାଖାପାଟଣା ନିକଟରେ  ଇଣ୍ଟରନ୍ୟାସନାଲ ଫ୍ଲିଟ୍‌ରିଭ୍ୟୁ କରିଛନ୍ତି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଆଇଏନ୍‌ଏସ୍ ସୁମିତ୍ରାରେ ଯାତ୍ରା କରି ଫ୍ଲିଟ୍‌ରିଭ୍ୟୁ କରିଛନ୍ତି ରାଷ୍ଟ୍ରପତି । ତାଙ୍କ ସହ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଓ ପ୍ରତିରକ୍ଷା ମନ୍ତ୍ରୀ ମନୋହର  ପାରିକର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଭାରତୀୟ ନୌସେନା ଫ୍ଲିଟ୍ ରିଫ୍ୟୁରେ ୫୦ଟି ଦେଶର ପ୍ରାୟ ଶହେ ଜାହାଜ ସାମିଲ  ହୋଇଛନ୍ତି। କେବଳ ଭାରତ ପକ୍ଷରୁ ୭୫ଟି ଯୁଦ୍ଧ ଜାହାଜ ସାମିଲ ହୋଇଥିବା  ବେଳେ ୨୪ଟି ଅନ୍ତର୍ଜାତୀୟ ଯୁଦ୍ଧ ଜାହାଜ ଭାଗ ନେଇଛନ୍ତି। ଭାରତରେ   ଦ୍ୱିତୀୟ ଥର ପାଇଁ ଏହି ଫ୍ଲିଟ୍‌ରିଭ୍ୟୁ ଅନୁଷ୍ଠିତ ହୋଇଛି। ୨୦୦୧ରେ ମୁମ୍ବାଇରେ ପ୍ରଥମ ଫ୍ଲିଟ୍‌ରିଭ୍ୟୁ ଆୟୋଜିତ ହୋଇଥିଲା। ଏଥିରେ ୨୯ଟି ଦେଶ ଭାଗ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos