ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ‘ବିଜେପି’ର ପତିଆରା ବଢୁଛି: ବିରୋଧୀଙ୍କ ମଧ୍ୟରେ ହଟଚମଟ    

ଲକ୍ଷ୍ନୌ: ବିଶ୍ୱର ସବୁଠୁ ବଡ ରାଜନୈତିକ ଦଳ ‘ବିଜେପି’ ଦିନକୁ ଦିନ ଅଧିକ ମଜଭୁତ ଓ ଲୋକପ୍ରିୟ ହେବାକୁ ଲାଗିଛି। ଦେଶରେ ବିଜେପି ତୁଳନାରେ ଅନ୍ୟ ରାଜନୈତିକ ଦଳ ଗୁଡିକ ବେଶ ପଛରେ ପଡିଯାଇଛନ୍ତି। ଦେଶରେ ଏକ ମଜଭୁତ ସରକାର ଚାଲିଥିବା ବଳେ ରଜ୍ୟସଭାରେ ମଧ୍ୟ ବିଜେପିର ସାଂସଦଙ୍କ ସଂଖ୍ୟା ସର୍ବାଧିକ ହୋଇଗଲାଣି। ଅନ୍ୟପଟେ ବିଭିନ୍ନ ରାଜ୍ୟରେ ମଧ୍ୟ ଅନ୍ୟ ଦଳର କର୍ମକର୍ତ୍ତା ଓ ନେତାମାନେ ମାନେ ବିଜେପିରେ ଯୋଗଦେବାକୁ ସୁରକ୍ଷିତ ମନେକରୁଛନ୍ତି। ସେଥିପାଇଁ ନିଜ ଦଳ […]

bjp1

bjp1

Rakesh Mallick
  • Published: Friday, 04 August 2017
  • Updated: 04 August 2017, 04:38 PM IST

Sports

Latest News

ଲକ୍ଷ୍ନୌ: ବିଶ୍ୱର ସବୁଠୁ ବଡ ରାଜନୈତିକ ଦଳ ‘ବିଜେପି’ ଦିନକୁ ଦିନ ଅଧିକ ମଜଭୁତ ଓ ଲୋକପ୍ରିୟ ହେବାକୁ ଲାଗିଛି। ଦେଶରେ ବିଜେପି ତୁଳନାରେ ଅନ୍ୟ ରାଜନୈତିକ ଦଳ ଗୁଡିକ ବେଶ ପଛରେ ପଡିଯାଇଛନ୍ତି। ଦେଶରେ ଏକ ମଜଭୁତ ସରକାର ଚାଲିଥିବା ବଳେ ରଜ୍ୟସଭାରେ ମଧ୍ୟ ବିଜେପିର ସାଂସଦଙ୍କ ସଂଖ୍ୟା ସର୍ବାଧିକ ହୋଇଗଲାଣି।

ଅନ୍ୟପଟେ ବିଭିନ୍ନ ରାଜ୍ୟରେ ମଧ୍ୟ ଅନ୍ୟ ଦଳର କର୍ମକର୍ତ୍ତା ଓ ନେତାମାନେ ମାନେ ବିଜେପିରେ ଯୋଗଦେବାକୁ ସୁରକ୍ଷିତ ମନେକରୁଛନ୍ତି। ସେଥିପାଇଁ ନିଜ ଦଳ ଛାଡି ବିଜେପିରେ  ଯୋଗଦେବାକୁ ଆଗେଇ ଆସୁଛନ୍ତି ଅନେକ ଏମଏଲ୍‌ଏ ଓ ଏମଏଲ୍‌ସି। ନିକଟରେ ଉତ୍ତରପ୍ରେଦେଶ ସମାଜବାଦୀ ପାର୍ଟିର ଦୁଇଜଣ ଏମଏଲ୍‌ସି ଦଳ ଛାଡିଥିବା ବେଳେ ଆଜି ଦଳକୁ ଆଉ ଏକ ଧକ୍କା ଲାଗିଛି। ଏମଏଲ୍‌ସି ସରୋଜିନ ଅଗ୍ରୱାଲ ଏସ୍‌ପି ଛାଡି ଆଜି ବିଜେପିରେ ଯୋଗଦେଇଛନ୍ତି। ୟୁପି ସରକାରର ମନ୍ତ୍ରୀ ରୀତା ବହୁଗୁଣାଯୋଶୀଙ୍କ ଉପସ୍ଥିତିରେ ସରୋଜିନ ଆଜି ବିଜେପିରେ ଯୋଗଦେଇଛନ୍ତି। ଏହାସହ ୟୁପିରେ ଏବେ ୩ଟି ଏମଏଲସି ସିଟ୍‌ ଖାଲି ପଡିଛି। ଯାହା କୁହାଯାଉଛି ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ଓ କେଶବ ପ୍ରସାଦ ଏହି ଏମଏଲସି ସିଟ୍‌ ମାଧ୍ୟମରେ ସଦନରେ ସଦସ୍ୟତା ଲାଭ କରିବେ। ସେପଟେ କିଛିଦିନ ପୂର୍ବରୁ ବିଏସପିର ଜଣେ ଏମଏଲସି ମଧ୍ୟ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story