ବିଜେପିର ବିଜ୍ଞାପନ ଭିଡ଼ିଓକୁ ନେଇ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲା ସାମାଜିକ ଅଧିକାର ଗୋଷ୍ଠୀ

  ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଗୁଜରାଟ ନିର୍ବାଚନ ପୂର୍ବରୁ ଏକ ବିଜ୍ଞାପନକୁ ନେଇ ବିବାଦ ଦେଖାଦେଇଛି। ଭିଡ଼ିଓରେ ଦେଖା ଯାଇଛି ଜଣେ ହିନ୍ଦୁ ଝିଅ ରାତିରେ ନିର୍ଭୟରେ କିପରି ଘରକୁ ଫେରୁଛି, ଯାହାକି ୨୨ ବର୍ଷ ପୂର୍ବେ ଏଭଳି ହୋଇ ପାରୁ ନଥିଲା ବୋଲି ଝିଅର ବାପା ମାଆ ବିଜ୍ଞାପନରେ କହୁଛନ୍ତି। ବିଜେପି ସରକାରକୁ ସମର୍ଥନ କରୁଥିବା ଏହି ଗୋଟିଏ ମିନିଟ ୧୫ ସେକେଣ୍ଡର ଭିଡିଓକୁ ନେଇ ଏବେ ନିର୍ବାଚନ ଆୟୋଗର ଦ୍ୱାରସ୍ଥ ହୋଇଛନ୍ତି। ସାମାଜିକ ଅଧିକାର […]

54

54

Rakesh Mallick
  • Published: Saturday, 18 November 2017
  • Updated: 18 November 2017, 08:13 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଗୁଜରାଟ ନିର୍ବାଚନ ପୂର୍ବରୁ ଏକ ବିଜ୍ଞାପନକୁ ନେଇ ବିବାଦ ଦେଖାଦେଇଛି। ଭିଡ଼ିଓରେ ଦେଖା ଯାଇଛି ଜଣେ ହିନ୍ଦୁ ଝିଅ ରାତିରେ ନିର୍ଭୟରେ କିପରି ଘରକୁ ଫେରୁଛି, ଯାହାକି ୨୨ ବର୍ଷ ପୂର୍ବେ ଏଭଳି ହୋଇ ପାରୁ ନଥିଲା ବୋଲି ଝିଅର ବାପା ମାଆ ବିଜ୍ଞାପନରେ କହୁଛନ୍ତି। ବିଜେପି ସରକାରକୁ ସମର୍ଥନ କରୁଥିବା ଏହି ଗୋଟିଏ ମିନିଟ ୧୫ ସେକେଣ୍ଡର ଭିଡିଓକୁ ନେଇ ଏବେ ନିର୍ବାଚନ ଆୟୋଗର ଦ୍ୱାରସ୍ଥ ହୋଇଛନ୍ତି। ସାମାଜିକ ଅଧିକାର ଗୋଷ୍ଠୀ ତୁରନ୍ତ ଭିଡିଓ ଉପରେ ବ୍ୟାନ୍ ଲଗାଇବାକୁ ଦାବି କରିଛନ୍ତି। ସେମାନଙ୍କ ଯୁକ୍ତି ହେଲା ଏହାଦ୍ୱାରା ସଂଖ୍ୟାଲଘୁ ମାନଙ୍କୁ ପରୋକ୍ଷ ଭାବେ ଧମକାଯାଉଛି ଯେଉଁମାନେ ଏଭଳି ବିଜ୍ଞାପନରେ ସଂପୃକ୍ତ ଅଛନ୍ତି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଗଠନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story