ଟ୍ୱିଟରରେ ସବୁଠୁ ଅଧିକ ଫଲୋଅର୍ସ ଥିବା ରାଜନୀତିକ ଦଳ ହେଲା ବିଜେପି

ନୂଆଦିଲ୍ଲୀ: ୧୧ ମିଲିଅନ ଫଲୋଅର୍ସ ସହ ବିଜେପି ହୋଇଛି ବିଶ୍ୱର ସବୁଠୁ ବଡ଼ ରାଜନୀତିକ ଫଲୋଅର୍ସ ଥିବା ଦଳ। ବିଜେପିକୁ ଯେଉଁଭଳି ଭାବେ ଟ୍ୱିଟରରେ ଲୋକମାନେ ଅନୁସରଣ କରୁଛନ୍ତି ସେହିଭଳି ଭାବେ କଂଗ୍ରେସ ବ୍ୟତୀତ ଆମେରିକାର ଦୁଇ ରାଜନୀତିକ ଦଳ ଡେମୋକ୍ରାଟିକ ଓ ରିପବ୍ଲିକ ପାର୍ଟିର ଟ୍ୱିଟର ଆକାଉଣ୍ଟକୁ ଅନୁସରଣ କରାଯାଉନଥିବା ଜଣାପଡ଼ିଛି। ଟ୍ୱିଟରରେ କଂଗ୍ରେସର ଫଲୋଅର୍ସଙ୍କ ସଂଖ୍ୟା ୫.୧୪ ମିଲିଅନ ରହିଥିବା ବେଳେ ଡେମୋକ୍ରାଟିକ ଓ ରିପବ୍ଲିକ ପାର୍ଟିର ଫଲୋଅର୍ସ ସଂଖ୍ୟା ଯଥାକ୍ରମେ ୬୩ ହଜାର ୨୨୮ ଏବଂ ୧୬ ହଜାର […]

bjp vs congress twitter

bjp vs congress twitter

Subhransu Sekhar
  • Published: Sunday, 12 May 2019
  • Updated: 12 May 2019, 02:40 PM IST

Sports

Latest News

ନୂଆଦିଲ୍ଲୀ: ୧୧ ମିଲିଅନ ଫଲୋଅର୍ସ ସହ ବିଜେପି ହୋଇଛି ବିଶ୍ୱର ସବୁଠୁ ବଡ଼ ରାଜନୀତିକ ଫଲୋଅର୍ସ ଥିବା ଦଳ। ବିଜେପିକୁ ଯେଉଁଭଳି ଭାବେ ଟ୍ୱିଟରରେ ଲୋକମାନେ ଅନୁସରଣ କରୁଛନ୍ତି ସେହିଭଳି ଭାବେ କଂଗ୍ରେସ ବ୍ୟତୀତ ଆମେରିକାର ଦୁଇ ରାଜନୀତିକ ଦଳ ଡେମୋକ୍ରାଟିକ ଓ ରିପବ୍ଲିକ ପାର୍ଟିର ଟ୍ୱିଟର ଆକାଉଣ୍ଟକୁ ଅନୁସରଣ କରାଯାଉନଥିବା ଜଣାପଡ଼ିଛି। ଟ୍ୱିଟରରେ କଂଗ୍ରେସର ଫଲୋଅର୍ସଙ୍କ ସଂଖ୍ୟା ୫.୧୪ ମିଲିଅନ ରହିଥିବା ବେଳେ ଡେମୋକ୍ରାଟିକ ଓ ରିପବ୍ଲିକ ପାର୍ଟିର ଫଲୋଅର୍ସ ସଂଖ୍ୟା ଯଥାକ୍ରମେ ୬୩ ହଜାର ୨୨୮ ଏବଂ ୧୬ ହଜାର ୩୨୬ ରହିଛି।

ବିଜେପି (@BJP4India) ଅକ୍ଟୋବର ୨୦୧୦ରେ ଟ୍ୱିଟର ପ୍ଲାଟଫର୍ମରେ ଯୋଗ ଦେଇଥିବା ବେଳେ କଂଗ୍ରେସ (@INCIndia) ଫେବୃଆରୀ ୨୦୧୩ରେ ଯୋଗଦେଇଥିଲା। ବିଜେପିକୁ ଏତେ ସଂଖ୍ୟାରେ ଦେଶ ଓ ଦେଶ ବାହାରୁ ଲୋକ ଫଲୋ କରୁଥିବାରୁ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଟ୍ୱିଟ୍ କରି ଖୁସି ପ୍ରକାଶ କରିଛନ୍ତି।

ସେହିପରି ବିଜେପିର ଶୀର୍ଷ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟରରେ ୪୭.୩୨ ମିଲିଅନ ଫଲୋଅର୍ସ ଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ୯.୪ ମିଲିଅନ ଲୋକ ଫଲୋ କରୁଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story