ରାହୁଲ ଗାନ୍ଧି କ’ଣ ବାବରଙ୍କ ଭକ୍ତ ଓ ଖିଲିଜଙ୍କ ସମ୍ପର୍କୀୟ ?

ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ଯେତେ ପାଖେଇ ଆସୁଛି, ବିଜେପି କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ସେତେ ଉଗ୍ର ହେବାରେ ଲାଗିଛି। ବିଭିନ୍ନ ପ୍ରସଙ୍ଗକୁ ନେଇ କେହି କାହାରିକୁ ଛାଡିବାକୁ ପ୍ରସ୍ତୁତ ନୁହେଁନ୍ତି। ବୟାନବାଜି ଏମିତି ସ୍ଥରରେ ପହଞ୍ଚି ଯାଇଛି ଯେ, କିଛି ରାଜନୈତିକ ବିଶେଷଜ୍ଞ ଏହାକୁ ‘ଗୁଜରାଟ ନିର୍ବାଚନରେ ଧର୍ମଯୁଦ୍ଧ’ କହିବାକୁ ଲାଗିଲେଣି। କାରଣ ଏହି ନିର୍ବାଚନରେ ସାଧାରଣ ଜନତାଙ୍କ ସମସ୍ୟାକୁ ଉଭୟ ଦଳ ଯେତିକି ଗୁରୁତ୍ୱ ଦେଉନାହାନ୍ତି, ତା’ଠାରୁ ଅଧିକ ଗୁରୁତ୍ୱ ମନ୍ଦିର, ମସଜିଦ […]

bjp

bjp

Rakesh Mallick
  • Published: Wednesday, 06 December 2017
  • Updated: 06 December 2017, 10:37 AM IST

ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ଯେତେ ପାଖେଇ ଆସୁଛି, ବିଜେପି କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ସେତେ ଉଗ୍ର ହେବାରେ ଲାଗିଛି। ବିଭିନ୍ନ ପ୍ରସଙ୍ଗକୁ ନେଇ କେହି କାହାରିକୁ ଛାଡିବାକୁ ପ୍ରସ୍ତୁତ ନୁହେଁନ୍ତି। ବୟାନବାଜି ଏମିତି ସ୍ଥରରେ ପହଞ୍ଚି ଯାଇଛି ଯେ, କିଛି ରାଜନୈତିକ ବିଶେଷଜ୍ଞ ଏହାକୁ ‘ଗୁଜରାଟ ନିର୍ବାଚନରେ ଧର୍ମଯୁଦ୍ଧ’ କହିବାକୁ ଲାଗିଲେଣି। କାରଣ ଏହି ନିର୍ବାଚନରେ ସାଧାରଣ ଜନତାଙ୍କ ସମସ୍ୟାକୁ ଉଭୟ ଦଳ ଯେତିକି ଗୁରୁତ୍ୱ ଦେଉନାହାନ୍ତି, ତା’ଠାରୁ ଅଧିକ ଗୁରୁତ୍ୱ ମନ୍ଦିର, ମସଜିଦ ଓ ଅଯୋଧ୍ୟା ବିବାଦକୁ ଦେଉଛନ୍ତି। ବିଶେଷ କରି ଅଯୋଧ୍ୟା ପ୍ରସଙ୍ଗରେ ବିଜେପି ବାରମ୍ବାର କଂଗ୍ରେସ୍‌ ଓ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍‌ରେ ରଖୁଛି। ଆଜି ମଧ୍ୟ ରାହୁଲଙ୍କୁ ନେଇ ଜଣେ ବିଜେପି ନେତାଙ୍କ ଏପରି ଏକ ଟ୍ୱିଟ୍‌ ଦେଖିବାକୁ ମିଳିଛି। ଏଥିରେ ବିଜେପି ନେତା ଜଣଙ୍କ ରାହୁଲଙ୍କୁ ବାବରଙ୍କ ଭକ୍ତ ଏବଂ ଖିଲିଜଙ୍କ ସମ୍ପର୍କୀୟ ବୋଲି କହି ଆକ୍ଷେପ କରିଛନ୍ତି।

bjpଏପରି ଟ୍ୱିଟ୍‌ ବିଜେପି ନେତା ଜୀବିଏଲ୍‌ ନରସିହ୍ନା ରାଓ କରିଛନ୍ତି। ସେ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି- “ଅଯୋଧ୍ୟାରେ ରାମ ମନ୍ଦିରକୁ ବିରୋଧ କରିବାକୁ ରାହୁଲ ଗାନ୍ଧି ଓୱାସିସ୍‌ ଓ ଜିଲାନିସ୍‌ଙ୍କ ସହ ହାତ ମିଳାଛନ୍ତି। ରାହୁଲ ଗାନ୍ଧି ନିଶ୍ଚିତ ଭାବେ ବାବରଙ୍କ ଭକ୍ତ ଏବଂ ଖିଲିଜଙ୍କ ସମ୍ପର୍କୀୟ ହୋଇଥିବେ। ବାବର ରାମ ମନ୍ଦିରକୁ ନଷ୍ଟ କରିଥିଲେ, ଖିଲିଜ୍‌ ସୋମନାଥ ମନ୍ଦିରକୁ ଲୁଣ୍ଠନ କରିଥିଲେ। ନେହେରୁ ବଂଶ ଦୁଇ ଇସଲାମୀ ଆକ୍ରମଣକାରୀଙ୍କ ପକ୍ଷରେ ଅଛନ୍ତି।”

ସୂଚନାଯୋଗ୍ୟ, ଅଯୋଧ୍ୟା ମାମଲାର ଚୂଡାନ୍ତ ଶୁଣାଣି ଗତକାଲିଠାରୁ ସୁପ୍ରିମକୋର୍ଟରେ ଆରମ୍ଭ ହେବାର ଥିଲା। ହେଲେ ଏହାକୁ ଆସନ୍ତା ଫେବୃୟାରୀ ୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ସୁନ୍ନି ୱାକଫ୍‌ ବୋର୍ଡ ଓକିଲ ତଥା କଂଗ୍ରେସ ନେତା କପିଲ ସିବଲ କୋର୍ଟରେ ମାମଲାର ଶୁଣାଣି ୨୦୧୯ ପର୍ଯ୍ୟନ୍ତ ଘୁଞ୍ଚାଇ ଦେବାକୁ କହିଥିଲେ। ଏହାପରେ ବିଜେପି ଏହି ମାମଲାକୁ ନେଇ ସାଧାସିଧା କଂଗ୍ରେସକୁ ଟାର୍ଗେଟ୍‌ କରିବା ଆରମ୍ଭ କରିଦେଇଛି।

ରାହୁଲଙ୍କ ମନ୍ଦିର ଯିବାକୁ ବିରୋଧ କାହିଁକି

ଗୁଜରାଟ ନିର୍ବାଚନ ପ୍ରଚାର ବେଳେ ରାହୁଲ ବିଭିନ୍ନ ମନ୍ଦିର ଦର୍ଶନରେ ଯାଉଛନ୍ତି। ଯାହାକୁ ନେଇ ବିଜେପି ବାରମ୍ବାର ପ୍ରଶ୍ନ ଉଠାବାରେ ଲାଗିଛି। ଗତକାଲି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା ରାମ ମନ୍ଦିର ମାମଲାର ଶୁଣାଣି ଅଟକାଇ କ’ଣ ପାଇବାକୁ ଚେଷ୍ଟା କରୁଛି ବୋଲି କଂଗ୍ରେସ୍‌କୁ ପ୍ରଶ୍ନ କରିଥିଲେ। ରାମ ମନ୍ଦିର ମାମଲାରେ କଂଗ୍ରେସ ନିଜ ପକ୍ଷ ସ୍ପଷ୍ଟ କରୁ ବୋଲି ସେ ଦାବି କରିଥିଲେ। ସେ କହିଥିଲେ- “ଗୋଟିଏ ପଟେ ରାହୁଲ ଗାନ୍ଧି ଗୁଜରାଟରେ ମନ୍ଦିରକୁ ଯାଉଛନ୍ତି। ଅନ୍ୟପକ୍ଷରେ ରାମ ଜନ୍ମଭୂମୀ ମାମଲାରେ ଶୁଣାଣି ଅଟକାଇବାକୁ କପିଲ ସିବଲଙ୍କୁ ବ୍ୟବହାର କରାଯାଉଛି। କଂଗ୍ରେସ୍‌ ଏହି ମାମଲାରେ ନିଜ ପକ୍ଷ ସ୍ପଷ୍ଟ କରିବା ଉଚିତ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story