ଗୋଆ: ଥଇଥାନ ହେବେ କଂଗ୍ରେସରୁ ଆସିଥିବା ବିଧାୟକ

ନୂଆଦିଲ୍ଲୀ: ୧୦ ଜଣ କଂଗ୍ରେସ ବିଧାୟକ ବିଜେପିରେ ଯୋଗଦେବା ପରେ ସେମାନଙ୍କୁ ଥଇଥାନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ। ସେ ଗୋଆ ଫରୱାର୍ଡ ପାର୍ଟି ୩ ଜଣ ମନ୍ତ୍ରୀ ଏବଂ ଜଣେ ସ୍ୱାଧୀନ ବିଧାୟକଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କହିଛନ୍ତି। ମନ୍ତ୍ରୀ ପରିଷଦରେ ନୂଆ ମୁହଁ ସ୍ଥାନ ପାଇବାକୁ ଥିବାରୁ ସେ ଏପରି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଇସ୍ତଫା ଦେବାକୁ କୁହାଯାଇଥିବା ଏହି ମନ୍ତ୍ରୀମାନେ ହେଲେ ବିଜୟ ସରଦେଶାଇ, […]

pramod-sawant

pramod-sawant

Subrat Kumar Nayak
  • Published: Friday, 12 July 2019
  • Updated: 12 July 2019, 10:39 PM IST

Sports

Latest News

ନୂଆଦିଲ୍ଲୀ: ୧୦ ଜଣ କଂଗ୍ରେସ ବିଧାୟକ ବିଜେପିରେ ଯୋଗଦେବା ପରେ ସେମାନଙ୍କୁ ଥଇଥାନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ। ସେ ଗୋଆ ଫରୱାର୍ଡ ପାର୍ଟି ୩ ଜଣ ମନ୍ତ୍ରୀ ଏବଂ ଜଣେ ସ୍ୱାଧୀନ ବିଧାୟକଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କହିଛନ୍ତି। ମନ୍ତ୍ରୀ ପରିଷଦରେ ନୂଆ ମୁହଁ ସ୍ଥାନ ପାଇବାକୁ ଥିବାରୁ ସେ ଏପରି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

ଇସ୍ତଫା ଦେବାକୁ କୁହାଯାଇଥିବା ଏହି ମନ୍ତ୍ରୀମାନେ ହେଲେ ବିଜୟ ସରଦେଶାଇ, ବିନୋଦ ପାଲେକର, ଜୟେଶ ସଲଗାଓଁକର ଏବଂ ସ୍ୱାଧୀନ ବିଧାୟକ ରୋହନ ଖାଉଣ୍ଟେ। ପୂର୍ବରୁ ପ୍ରମୋଦ ସାୱନ୍ତ ୧୦ ଜଣ ପୂର୍ବତନ କଂଗ୍ରେସ ବିଧାୟକଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ।

ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ କହିଛନ୍ତି, "ମୁଁ ୩ ଜିଏଫ୍‌ପି ମନ୍ତ୍ରୀ ଏବଂ ଖାଉଣ୍ଟେଙ୍କୁ କ୍ୟାବିନେଟ୍‌ରୁ ଇସ୍ତଫା ଦେବାକୁ କହିଛି। ମୋ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ବାବଦରେ ମୁଁ ସେମାନଙ୍କୁ ଜଣାଇଦେଇଛି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story