ରାଜନୈତିକ ହତ୍ୟାକୁ ବିରୋଧ: କେରଳ ସରକାରଙ୍କ ବିରୋଧରେ ବିଜେପିର ଜନରକ୍ଷା ଯାତ୍ରା

ନୂଆଦିଲ୍ଲୀ: କେରଳରେ ସିପିଆଇଏମ୍ ନେତୃତ୍ୱାଧୀନ ଏଲଡିଏଫ୍ ସରକାର କ୍ଷମତାକୁ ଆସିବା ପରଠୁ ରାଜ୍ୟରେ ହିଂସା ବଢିଚାଲିଛି। ୧୨୦ ଜଣ ବିଜେପି-ଆରଏସ୍ଏସ୍ କର୍ମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଆଜି ନୂଆଦିଲ୍ଲୀରେ ଜନରକ୍ଷା ଯାତ୍ରା କରିଛି ବିଜେପି। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଏହି ଜନରକ୍ଷା ଯାତ୍ରାରେ ଅନ୍ୟମାନଙ୍କ ମଦ୍ୟରେ ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ, ସାଂସଦ, ବିଧାୟକମାନେ ସାମିଲ ହୋଇଥିଲେ।

Rakesh Mallick
  • Published: Sunday, 08 October 2017
  • Updated: 08 October 2017, 06:56 PM IST

Sports

Latest News

ନୂଆଦିଲ୍ଲୀ: କେରଳରେ ସିପିଆଇଏମ୍ ନେତୃତ୍ୱାଧୀନ ଏଲଡିଏଫ୍ ସରକାର କ୍ଷମତାକୁ ଆସିବା ପରଠୁ ରାଜ୍ୟରେ ହିଂସା ବଢିଚାଲିଛି। ୧୨୦ ଜଣ ବିଜେପି-ଆରଏସ୍ଏସ୍ କର୍ମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଆଜି ନୂଆଦିଲ୍ଲୀରେ ଜନରକ୍ଷା ଯାତ୍ରା କରିଛି ବିଜେପି। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଏହି ଜନରକ୍ଷା ଯାତ୍ରାରେ ଅନ୍ୟମାନଙ୍କ ମଦ୍ୟରେ ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ, ସାଂସଦ, ବିଧାୟକମାନେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos