ମୋଦି ସରକାରଙ୍କ ଗୁଣ ଗାଇବ 'ଡିଜିଟାଲ୍‌ ଡଲ୍‌': ଏହି ସବୁ ସ୍ଥାନରେ ଲଗାଯିବ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ରଣନୀତି। ନିର୍ବାଚନ ଜିତିବା ପାଇଁ ସମସ୍ତ ଦଳ ଏବେ ଷ୍ଟ୍ରାଟେଜି ପ୍ରସ୍ତୁତ କରୁଛନ୍ତି। ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ଏକ ‘ଡିଜିଟାଲ୍‌ ଡଲ୍‌’ ବା ‘ଡିଜିଟାଲ୍‌ କଣ୍ଢେଇ’ ତିଆରି କରିଛି। ଏହି ଡିଜିଟାଲ୍‌ କଣ୍ଢେଇ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ଓ ଯୋଜନା ବିଷୟରେ ଲୋକମାନଙ୍କୁ ଜଣାଇବ। ଦିଲ୍ଲୀର ସମସ୍ତ ରେଲୱେ ଷ୍ଟେସନ୍‌, ବସ୍‌ ଏବଂ ଅଟୋରେ ଏହି କଣ୍ଢେଇକୁ ଲଗାଯିବ। ଏଥିରେ ଲାଗିଥିବା […]

doll

doll

Rakesh Mallick
  • Published: Sunday, 10 June 2018
  • Updated: 10 June 2018, 11:53 AM IST

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ରଣନୀତି। ନିର୍ବାଚନ ଜିତିବା ପାଇଁ ସମସ୍ତ ଦଳ ଏବେ ଷ୍ଟ୍ରାଟେଜି ପ୍ରସ୍ତୁତ କରୁଛନ୍ତି। ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ଏକ 'ଡିଜିଟାଲ୍‌ ଡଲ୍‌' ବା 'ଡିଜିଟାଲ୍‌ କଣ୍ଢେଇ' ତିଆରି କରିଛି। ଏହି ଡିଜିଟାଲ୍‌ କଣ୍ଢେଇ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ଓ ଯୋଜନା ବିଷୟରେ ଲୋକମାନଙ୍କୁ ଜଣାଇବ। ଦିଲ୍ଲୀର ସମସ୍ତ ରେଲୱେ ଷ୍ଟେସନ୍‌, ବସ୍‌ ଏବଂ ଅଟୋରେ ଏହି କଣ୍ଢେଇକୁ ଲଗାଯିବ। ଏଥିରେ ଲାଗିଥିବା ଏଲ୍‌ସିଡି ସ୍କ୍ରିନ୍‌ରେ କେନ୍ଦ୍ର ସରକାରଙ୍କ ନୀତି ଏବଂ ଯୋଜନାର ଡକୁମେଣ୍ଟାରୀ ଫିଲ୍ମ ବା ବୃତ୍ତଚିତ୍ର ଚାଲିବ।

କେନ୍ଦ୍ରସରକାରଙ୍କ କହିବା ଅନୁଯାୟୀ ଏସବୁ ସ୍ଥାନରେ ଡିଜିଟାଲ ଡଲ୍‌ ଲାଗିବା ଦ୍ୱାରା ସାଧାରଣ ଜନତା ସରକାଙ୍କର ନୀତି ଏବଂ ଯୋଜନା ବିଷୟରେ ଅବଗତ ହୋଇପାରିବେ।

ଦିଲ୍ଲୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀଙ୍କ କହିବା ଅନୁଯାୟୀ କେନ୍ଦ୍ର ସରକାର ୪ବର୍ଷରେ ଯାହା କରିଛନ୍ତି ତାକୁ ଜନତାଙ୍କୁ ଜଣାଇବାକୁ ଦଳ ଏହି ପଦକ୍ଷେପ ନେଇଛି। ଏହି ଡିଜିଟାଲ ଡଲ୍ ଦେଶର ସମସ୍ତ ବର୍ଗର ଲୋକଙ୍କ ପାଖରେ ଯୋଜନା ଗୁଡ଼ିକୁ ପହଞ୍ଚାଇବାରେ ସାହାଯ୍ୟ କରିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି କଣ୍ଢେଇ ମହିଳା ବିକାଶ ସହ ଜଡିତ ଯୋଜନା ଖାସ୍‌ କରି 'ବେଟି ବଚାଓ ବେଟି ପଢାଓ' ଅଭିଯାନକୁ ସମସ୍ତଙ୍କ ପାଖରେ ପହଞ୍ଚାଇବ। ଏହି ଡିଜିଟାଲ ଡଲ୍‌କୁ ମନୋଜ ତିୱାରୀ ଲଞ୍ଚ୍‌ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story