ଧନ୍‌ତେରାସ୍‌ରେ ସୁନା ଗହଣା ନୁହେଁ, ଲୁହା ଅସ୍ତ୍ର କିଣ: ବିଜେପି ନେତା

ଦେଓବନ୍ଦ: ଉତ୍ତରପ୍ରଦେଶ ବିଜେପି ନେତା ଅଯୋଧ୍ୟା ରାୟ ଆସିବା ଆଗରୁ ଏ ସମ୍ପର୍କିତ ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି ଏହି ଧନ୍‌ତେରାସ୍‌ରେ ସୁନା କିମ୍ବା ରୂପା ଗହଣା କିଣିବା ଅପେକ୍ଷା ଲୁହା ଖଣ୍ଡା କିଣିବା ଠିକ୍‌ ହେବ। ସୂଚନାଯୋଗ୍ୟ ଯେ, ଧନ୍‌ତେରାସ୍‌ ପ୍ରତିବର୍ଷ ଦିପାବଳୀ ପୂର୍ବରୁ ପାଳିତ ହୋଇଥାଏ। ଏହି ଅବସରରେ ଲୋକେ ଗହଣା ଏବଂ ଧାତୁରେ ତିଆରି ଅନ୍ୟ କିଛି କିଣିଥା’ନ୍ତି। ଚଳିତ ବର୍ଷ ଅକ୍ଟୋବର ୨୫ ତାରିଖରେ ଧନ୍‌ତେରାସ୍‌ ପଡ଼ୁଛି। […]

bjp

bjp

Subrat Kumar Nayak
  • Published: Sunday, 20 October 2019
  • Updated: 20 October 2019, 05:44 PM IST

Sports

Latest News

ଦେଓବନ୍ଦ: ଉତ୍ତରପ୍ରଦେଶ ବିଜେପି ନେତା ଅଯୋଧ୍ୟା ରାୟ ଆସିବା ଆଗରୁ ଏ ସମ୍ପର୍କିତ ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି ଏହି ଧନ୍‌ତେରାସ୍‌ରେ ସୁନା କିମ୍ବା ରୂପା ଗହଣା କିଣିବା ଅପେକ୍ଷା ଲୁହା ଖଣ୍ଡା କିଣିବା ଠିକ୍‌ ହେବ। ସୂଚନାଯୋଗ୍ୟ ଯେ, ଧନ୍‌ତେରାସ୍‌ ପ୍ରତିବର୍ଷ ଦିପାବଳୀ ପୂର୍ବରୁ ପାଳିତ ହୋଇଥାଏ। ଏହି ଅବସରରେ ଲୋକେ ଗହଣା ଏବଂ ଧାତୁରେ ତିଆରି ଅନ୍ୟ କିଛି କିଣିଥା’ନ୍ତି। ଚଳିତ ବର୍ଷ ଅକ୍ଟୋବର ୨୫ ତାରିଖରେ ଧନ୍‌ତେରାସ୍‌ ପଡ଼ୁଛି।

ତେବେ ଏହାକୁ ନେଇ ବିଜେପିର ଦେଓବନ୍ଦ ନଗର ମୁଖ୍ୟ ଗଜରାଜ ରାଣା କହିଛନ୍ତି, ସେ ଅଯୋଧ୍ୟା ରାମ ମନ୍ଦିର ରାୟ ସମ୍ପର୍କରେ ଏପରି କହିଥିଲେ। ସେ କହିଥିଲେ ହିନ୍ଦୁ ସମାଜ ଖଣ୍ଡା କିଣି ରଖିବା ଭବିଷ୍ୟତରେ କାମରେ ଲାଗିବ।

ସୁପ୍ରିମ୍‌କୋର୍ଟ ଶୁଣାଣି ଶେଷ କରିବା ସହ ରାୟ ସ୍ଥଗିତ ରଖିଛନ୍ତି। ଏହାପରେ ହିଁ ବିଜେପି ନେତାଜଣକ ଏଭଳି ମନ୍ତବ୍ୟ ଦେଇଛନ୍ତି।

ଗିରିରାଜ କହିଥିଲେ, ଅଯୋଧ୍ୟା ପ୍ରସଙ୍ଗରେ ଖୁବ୍‌ ଶୀଘ୍ର ରାୟ ଆସିବ। ଆମେ ନିଶ୍ଚିତ ଯେ ଏହା ରାମ ମନ୍ଦିର ନିର୍ମାଣ ସପକ୍ଷରେ ଯିବ। ଏହା ପରିବେଶ ବିଗାଡ଼ି ପାରେ। ତେଣୁ ସୁନା ଓ ରୂପା ଗହଣା ବଦଳରେ ଲୁହା ଖଣ୍ଡା ବେଶି କାମରେ ଆସିବ। ଏହା ନିଜ ସୁରକ୍ଷାରେ ଲାଗିପାରିବ। ସେ ଏପରି କାହିଁକି କହୁଛନ୍ତି ପଚରାଯିବାରୁ ଗଜରାଜ କହିଥିଲେ, ଆଗକୁ ସ୍ଥିତି ବିଗିଡ଼ିଲେ ନିଜ ସୁରକ୍ଷା କଥା ଚିନ୍ତା କରିବାକୁ ଏପରି କହିଥିଲି। ତେବେ କୌଣସି ଧର୍ମ ବା ଗୋଷ୍ଠୀ ବାବଦରେ ସେ କିଛି ମଧ୍ୟ କହିନଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story