ବିଭାଜନ ଆଡ଼କୁ ମୁହାଁଉଛି ଭାରତ: ସୁଭାଷ ବୋଷଙ୍କ ଅଣନାତି

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ରଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କ ଅଣନାତି ଚନ୍ଦ୍ର କୁମାର ବୋଷ ଦେଶ ବାବଦରେ ବଡ଼ ବୟାନ ଦେଇଛନ୍ତି। ବର୍ତ୍ତମାନ ପଶ୍ଚିମବଙ୍ଗ ବିଜେପିର ଉପାଧ୍ୟକ୍ଷ ଦାୟିତ୍ୱରେ ଥିବା ଚନ୍ଦ୍ର କୁମାର ବୋଷ ସିଏଏର ନାମ ନନେଇ କହିଛନ୍ତି, ଦେଶ ଦ୍ୱିତୀୟ ବିଭାଜନ ଆଡ଼କୁ ଗତି କରୁଛି। ଆଇଏଏନ୍ଏସ୍କୁ ବୋଷ କହିଛନ୍ତି, “ଆଜି ଦେଶ ଭୁଷୁଡ଼ିବାରେ ଲାଗିଛି। ମୁଁ ଆଉ ଭିତରକୁ ଯାଉନି। କିନ୍ତୁ ଦେଶରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଏକତା ନାହିଁ।” ଗତ କିଛି […]

Chandra-Kumar-Bose

Chandra-Kumar-Bose

Subrat Kumar Nayak
  • Published: Thursday, 23 January 2020
  • Updated: 23 January 2020, 09:48 PM IST

Sports

Latest News

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ରଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କ ଅଣନାତି ଚନ୍ଦ୍ର କୁମାର ବୋଷ ଦେଶ ବାବଦରେ ବଡ଼ ବୟାନ ଦେଇଛନ୍ତି। ବର୍ତ୍ତମାନ ପଶ୍ଚିମବଙ୍ଗ ବିଜେପିର ଉପାଧ୍ୟକ୍ଷ ଦାୟିତ୍ୱରେ ଥିବା ଚନ୍ଦ୍ର କୁମାର ବୋଷ ସିଏଏର ନାମ ନନେଇ କହିଛନ୍ତି, ଦେଶ ଦ୍ୱିତୀୟ ବିଭାଜନ ଆଡ଼କୁ ଗତି କରୁଛି।

ଆଇଏଏନ୍ଏସ୍କୁ ବୋଷ କହିଛନ୍ତି, “ଆଜି ଦେଶ ଭୁଷୁଡ଼ିବାରେ ଲାଗିଛି। ମୁଁ ଆଉ ଭିତରକୁ ଯାଉନି। କିନ୍ତୁ ଦେଶରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଏକତା ନାହିଁ।”

ଗତ କିଛି ଦିନ ତଳେ ସଂସଦରେ ପାରିତ ହୋଇ ଆଇନରେ ପରିଣତ ହୋଇଥିବା ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଗତ କିଛିଦିନ ତଳେ ଦେଶରେ ସୃଷ୍ଟି ହୋଇଥିବା ଆନ୍ଦୋଳନାତ୍ମକ ପରିସ୍ଥିତି ନେଇ ଏପରି ମତ ରଖିଛନ୍ତି ଚନ୍ଦ୍ର। ସେ ଏହି କଥାରୁ ଉପରକୁ ଯାଇ କହିଛନ୍ତି, ଏପରି ପରିସ୍ଥିତିରୁ କେବଳ ମୋ ଜେଜେଙ୍କ ପରି କେହି ନେତା ହିଁ ଭାରତକୁ ଏଥିରୁ ରକ୍ଷା କରିପାରିବେ।

ସେ ମୋଦିଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ନେତାଜୀଙ୍କୁ ସାମ୍ନାକୁ ନ ଆଣିଲେ, ଏଦେଶ ଖଣ୍ଡ ଖଣ୍ଡ ହୋଇଯିବ ଏବଂ ଏ ଦେଶ ପୁଣି ବିଭାଜିତ ହେବ। ମୁଁ ପ୍ରଧାନମନ୍ତ୍ରୀଙ୍କୁ ଏହି ସ୍ପଷ୍ଟ ବାର୍ତ୍ତା ଦେବାକୁ ଚାହୁଁଛି।

ସେ ଏପରି କହିବା ଆଗରୁ ସାହୀନ୍ ବାଗ୍ ଆନ୍ଦୋଳନକୁ ବିଜେପି ପକ୍ଷରୁ ‘ସେମ୍ ବାଗ୍’ ଆନ୍ଦୋଳନ କୁହାଯାଇଥିଲା। ବିଜେପି ନେତା ତଥା ରାଜ୍ୟସଭା ସାଂସଦ ବିଜୟ ଗୋଏଲ ଏପରି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story