ମିଳିତ ବିରୋଧୀ ଶକ୍ତି ଆଗରେ ଧରାଶାୟୀ ହେଲା ବିଜେପି, ଉପନିର୍ବାଚନରେ ପଦ୍ମରୁ ଝଡ଼ିଲା ୨ଟି ଲୋକସଭା ଆସନ

ନୂଆଦିଲ୍ଲୀ: ବିରୋଧୀଙ୍କ ମିଳିତ ଶକ୍ତି ଆଗରେ ବିଜେପି ଧରାଶାୟୀ ହୋଇଛି।  ଉପନିର୍ବାଚନରେ ପୁଣି ଦଳକୁ ଶକ୍ତ ଧକ୍କା ଲାଗିଛି।  ବିଜେପିଠାରୁ ଦୁଇଟି ଲୋକସଭା ଆସନ ଛଡ଼ାଇ ନେଇଛନ୍ତି ବିରୋଧୀ । ହାଇପ୍ରୋଫାଇଲ ୟୁପିର କାଇରାନା ଲୋକସଭା ଆସନରେ ଜିନ୍ନା ବଦଳରେ ଗନ୍ନା ବା ଆଖୁ ପ୍ରସଙ୍ଗ ହିଟ୍ ହୋଇଛି । ସେହିପରି ୧୦ଟି ବିଧାନସଭା ଆସନରେ ମଧ୍ୟ ବିଜେପି ଓ ଏହାର ସହଯୋଗୀ ଦଳକୁ ଝଟ୍‌କା ଲାଗିଛି। ୨୦୧୯ ପୂର୍ବରୁ ମିଳିତ ବିରୋଧୀଙ୍କ ଏହି ଟ୍ରାଏଲ୍ ରନ୍ […]

by-polls-1024x695

by-polls-1024x695

Rakesh Mallick
  • Published: Thursday, 31 May 2018
  • Updated: 31 May 2018, 09:37 PM IST

Sports

Latest News

ନୂଆଦିଲ୍ଲୀ: ବିରୋଧୀଙ୍କ ମିଳିତ ଶକ୍ତି ଆଗରେ ବିଜେପି ଧରାଶାୟୀ ହୋଇଛି।  ଉପନିର୍ବାଚନରେ ପୁଣି ଦଳକୁ ଶକ୍ତ ଧକ୍କା ଲାଗିଛି।  ବିଜେପିଠାରୁ ଦୁଇଟି ଲୋକସଭା ଆସନ ଛଡ଼ାଇ ନେଇଛନ୍ତି ବିରୋଧୀ । ହାଇପ୍ରୋଫାଇଲ ୟୁପିର କାଇରାନା ଲୋକସଭା ଆସନରେ ଜିନ୍ନା ବଦଳରେ ଗନ୍ନା ବା ଆଖୁ ପ୍ରସଙ୍ଗ ହିଟ୍ ହୋଇଛି । ସେହିପରି ୧୦ଟି ବିଧାନସଭା ଆସନରେ ମଧ୍ୟ ବିଜେପି ଓ ଏହାର ସହଯୋଗୀ ଦଳକୁ ଝଟ୍‌କା ଲାଗିଛି। ୨୦୧୯ ପୂର୍ବରୁ ମିଳିତ ବିରୋଧୀଙ୍କ ଏହି ଟ୍ରାଏଲ୍ ରନ୍ ବିଜେପି ପାଇଁ ବଡ଼ ଚେତାବନୀ ବୋଲି ଚର୍ଚ୍ଚା ହେଉଛି।

ଏଠାରେ ତବସୁମ୍ ହସନ ବିଜୟୀ ହୋଇଛନ୍ତି । ତବସୁମ୍ ସମାଜବାଦୀ ପାର୍ଟି ଓ କଂଗ୍ରେସର ସମର୍ଥନ ମିଳିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story