ସର୍ବସମ୍ମୁଖରେ ବିଜେପି ସାଂସଦ ଓ ବିଧାୟକ ଚପଲରେ ପିଟାପିଟି, ଭିଡିଓ ଭାଇରାଲ୍‌

ଲକ୍ଷ୍ନୌ: ରାଜନେତାମାନେ ପ୍ରଶଂସା ସାଉଁଟିବାକୁ କେମିତି ମାରପିଟି ହୁଅନ୍ତି, ତାହା ବିଜେପି କ୍ଷମତାସୀନ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି। ବିକାଶମୂଳକ କାର୍ଯ୍ୟର ସମୀକ୍ଷା ଚାଲିଥିବା ବେଳେ ବିଜେପିର ଜଣେ ବିଧାୟକ ଓ ଜଣେ ସାଂସଦ ପରସ୍ପରକୁ ଜୋତାରେ ଆକ୍ରମଣ କରିଛନ୍ତି। ଏହାର ଭିଡିଓ ମଧ୍ୟ ରେକର୍ଡ ହୋଇଛି। ଆଜି ଲକ୍ଷ୍ନୌଠାରୁ ୨୦୦ କିମି ଦୂର ସନ୍ତ କବିର ନଗର ଠାରେ ଜିଲ୍ଲା ସଂଯୋଜକ ବୈଠକ ବସିଥିଲା। ଏହି ବୈଠକରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। […]

y

y

Hemant Lenka
  • Published: Wednesday, 06 March 2019
  • Updated: 06 March 2019, 09:26 PM IST

Sports

Latest News

ଲକ୍ଷ୍ନୌ: ରାଜନେତାମାନେ ପ୍ରଶଂସା ସାଉଁଟିବାକୁ କେମିତି ମାରପିଟି ହୁଅନ୍ତି, ତାହା ବିଜେପି କ୍ଷମତାସୀନ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି।

ବିକାଶମୂଳକ କାର୍ଯ୍ୟର ସମୀକ୍ଷା ଚାଲିଥିବା ବେଳେ ବିଜେପିର ଜଣେ ବିଧାୟକ ଓ ଜଣେ ସାଂସଦ ପରସ୍ପରକୁ ଜୋତାରେ ଆକ୍ରମଣ କରିଛନ୍ତି। ଏହାର ଭିଡିଓ ମଧ୍ୟ ରେକର୍ଡ ହୋଇଛି।

ଆଜି ଲକ୍ଷ୍ନୌଠାରୁ ୨୦୦ କିମି ଦୂର ସନ୍ତ କବିର ନଗର ଠାରେ ଜିଲ୍ଲା ସଂଯୋଜକ ବୈଠକ ବସିଥିଲା। ଏହି ବୈଠକରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ସମୟରେ ବିଜେପି ସାଂସଦ ଶରଦ ତ୍ରିପାଠୀ କ’ଣ ପାଇଁ ତାଙ୍କ ନାଁ ସ୍ଥାନୀୟ ଅଞ୍ଚଳରେ ନିର୍ମାଣ ହେଉଥିବା ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଫଳକରେ ଲେଖା ଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ। ତେବେ ବିଧାୟକ ରାକେଶ ବାଘଲେ ନାମକ ବିଜେପିର ସ୍ଥାନୀୟ ବିଧାୟକ ଏହାକୁ ବିରୋଧ କରିଥିଲେ।

ଏହାକୁ ନେଇ ଦୁଇ ଦଳୀୟ ନେତା ପରସ୍ପର ସହ ଯୁକ୍ତିତର୍କ କରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ଦୁଇ ଜଣ ଯାକ ନେତା ପରସ୍ପରକୁ ସର୍ବମସମ୍ମୁଖରେ ଜୋତାରେ ଆକ୍ରମଣ କରିଥିଲେ। ବେଶ କିଛି ସମୟ ଏଭଳି ଡ୍ରାମା ଚାଲିବା ପରେ ବୈଠକରେ ଉପସ୍ଥିତ ଥିବା ପୁଲିସ୍‌ ବାଧ୍ୟ ହୋଇ ଏଥିରେ ହସ୍ତକ୍ଷେପ କରିଥିଲା।

ଏହି ଘଟଣା ପରେ ବାଘଲେ ଏବଂ ତାଙ୍କ ସମର୍ଥକମାନେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଫିସ ଆଗରେ ବିକ୍ଷୋଭ କରିବା ସହ ଶ୍ରୀ ତ୍ରିପାଠୀଙ୍କ ଗିରଫ ଦାବି କରିଥିଲେ। ବିଜେପି ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଉଭୟ ନେତାଙ୍କୁ ଲକ୍ଷ୍ନୌ ସ୍ଥିତ ମୁଖ୍ୟାଳୟରେ ହାଜର ହେବାକୁ ସମନ କରିଛି।

ଦେଖନ୍ତୁ ଭିଡିଓ

ସୌଜନ୍ୟ: ଏଏନ୍‌ଆଇ

https://twitter.com/i/status/1103271105643581440

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story