ଅଶାନ୍ତ ପଶ୍ଚିମବଙ୍ଗ, ସାଂସଦ ଅର୍ଜୁନ ସିଂହ ଆହତ

କୋଲକାତା: ରବିବାର ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଟିଏମ୍‌ସି କର୍ମୀ ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ଗାଡ଼ି ଭାଙ୍ଗିବା ପରେ ଏବେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଖୋଦ୍‌ ଅର୍ଜୁନ ଅଭିଯୋଗ କରିଛନ୍ତି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଦଳର କର୍ମୀ ଏବଂ ପୁଲିସ୍‌ ତାଙ୍କ ଉପରେ ଏଭଳି ଆକ୍ରମଣ କରିଛି। ବାରାକ୍‌ପୋର୍‌ ପୁଲିସ୍‌ କମିଶନର ମନୋଜ ବର୍ମାଙ୍କ ଆକ୍ରମଣରେ ସେ ଆହତ ହୋଇଥିବା କହିଛନ୍ତି। ଅର୍ଜୁନଙ୍କୁ ଏହାପରେ ଆପୋଲୋ ହସ୍ପିଟାଲ ନିଆଯାଇଥିଲା। […]

arjun

arjun

Subrat Kumar Nayak
  • Published: Sunday, 01 September 2019
  • Updated: 01 September 2019, 06:13 PM IST

Sports

Latest News

କୋଲକାତା: ରବିବାର ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଟିଏମ୍‌ସି କର୍ମୀ ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ଗାଡ଼ି ଭାଙ୍ଗିବା ପରେ ଏବେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଖୋଦ୍‌ ଅର୍ଜୁନ ଅଭିଯୋଗ କରିଛନ୍ତି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଦଳର କର୍ମୀ ଏବଂ ପୁଲିସ୍‌ ତାଙ୍କ ଉପରେ ଏଭଳି ଆକ୍ରମଣ କରିଛି। ବାରାକ୍‌ପୋର୍‌ ପୁଲିସ୍‌ କମିଶନର ମନୋଜ ବର୍ମାଙ୍କ ଆକ୍ରମଣରେ ସେ ଆହତ ହୋଇଥିବା କହିଛନ୍ତି। ଅର୍ଜୁନଙ୍କୁ ଏହାପରେ ଆପୋଲୋ ହସ୍ପିଟାଲ ନିଆଯାଇଥିଲା।

ଏକ ରକ୍ତ ଭିଜା ଶାର୍ଟ ଏବଂ ମୁଣ୍ଡରେ ବ୍ୟାଣ୍ଡେଜ୍‌ ପିନ୍ଧିଥିବା ଏହି ସାଂସଦ କହିଛନ୍ତି, ବିଜେପିର ଶ୍ୟାମନଗର କାର୍ଯ୍ୟାଳୟକୁ ଟିଏମ୍‌ସି ଦଖଲ କରିନେଇଥିବାରୁ ଏହାକୁ ମୁକ୍ତ କରିବା ପାଇଁ ସେମାନେ ବିକ୍ଷୋଭ କରୁଥିଲେ। ଏହାପରେ ପୁଲିସ୍‌ ସେମାନଙ୍କୁ ଘଉଡ଼ାଇବାକୁ ଲାଠିଚାର୍ଜ କରିଥିଲା। କିନ୍ତୁ ପୁଲିସ୍ କହିଛି, ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ କାରଣରୁ ଅର୍ଜୁନ ଆହତ ହୋଇଥିଲେ।

ସୂଚନାଯୋଗ୍ୟ ଯେ, ଏହି ସ୍ଥାନ ବ୍ୟତୀତ ବେଶ୍‌ କିଛି ସ୍ଥାନରେ ବିଜେପି କାର୍ଯ୍ୟାଳୟ ଟିଏମ୍‌ସି କବ୍‌ଜାରେ ରହିଛି। ଏହି କୋଠା ସବୁର ରଙ୍ଗରୁ ସ୍ପଷ୍ଟ ଜଣାପଡ଼ୁଛି ଏସବୁ ଦିନେ ବିଜେପିର କାର୍ଯ୍ୟାଳୟ ଥିଲା। କିନ୍ତୁ ଏସବୁରେ ବର୍ତ୍ତମାନ ମମତାଙ୍କ ଫଟୋ ଥିବା ବ୍ୟାନର ଦେଖିବାକୁ ମିଳୁଛି। ଆଜି ବିଜେପି ନେତା ଓ କର୍ମୀମାନେ ଏହି ସବୁ ପୋଷ୍ଟର ଚିରିବା ପରେ ୨ ଗୋଷ୍ଠୀଙ୍କ ମଧ୍ୟରେ ହଙ୍ଗାମା ଦେଖିବାକୁ ମିଳିଥିଲା। ଏହାପରେ ସାଂସଦ ଅର୍ଜୁନଙ୍କ ଗାଡ଼ି ମଧ୍ୟ ଦୃର୍ବୃତ୍ତ ଭାଙ୍ଗିଦେଇଛନ୍ତି। ବିଜେପି ପକ୍ଷରୁ କୁହାଯାଇଛି ଟିଏମ୍‌ସି କର୍ମୀମାନେ ହିଁ ଗାଡ଼ି ଭାଙ୍ଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story