ହିନ୍ଦୀରେ ‘ସ୍ୱଚ୍ଛ’ ଲେଖି ନ ପାରି ବିଜେପି ସାଂସଦ ହଟହଟା, କହିଲେ ଆଗକୁ ହେବନି ଭୁଲ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳାଇଛନ୍ତି ସ୍ୱଚ୍ଛ ଭାରତ ଅଭିଯାନ। ଦେଶକୁ ସ୍ୱଚ୍ଛ ରଖିବା ପାଇଁ ବିଭିନ୍ନ ସମୟରେ ଦେଛନ୍ତି ପରାମର୍ଶ। ତେବେ ତାଙ୍କରି ଦଳର ଜଣେ ସାଂସଦ ରାଷ୍ଟ୍ରଭାଷା ହିନ୍ଦୀରେ ସ୍ୱଚ୍ଛ ଲେଖି ନ ପାରି ହଟହଟା ହୋଇଛନ୍ତି। ଏବେ ତାଙ୍କୁ ନେଇ ଚାଲିଛି ଚର୍ଚ୍ଚା। ଏହି ସାଂସଦ ଜଣଙ୍କ ହେଉଛନ୍ତି ମୀନାକ୍ଷୀ ଲେଖି। ସେ ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଗତକାଲି ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ପକ୍ଷରୁ ଆୟୋଜିତ ‘ସ୍ୱସ୍ଥ୍ ସାରଥୀ’ […]

meenashi

meenashi

Rakesh Mallick
  • Published: Thursday, 29 June 2017
  • Updated: 29 June 2017, 08:14 AM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳାଇଛନ୍ତି ସ୍ୱଚ୍ଛ ଭାରତ ଅଭିଯାନ। ଦେଶକୁ ସ୍ୱଚ୍ଛ ରଖିବା ପାଇଁ ବିଭିନ୍ନ ସମୟରେ ଦେଛନ୍ତି ପରାମର୍ଶ। ତେବେ ତାଙ୍କରି ଦଳର ଜଣେ ସାଂସଦ ରାଷ୍ଟ୍ରଭାଷା ହିନ୍ଦୀରେ ସ୍ୱଚ୍ଛ ଲେଖି ନ ପାରି ହଟହଟା ହୋଇଛନ୍ତି। ଏବେ ତାଙ୍କୁ ନେଇ ଚାଲିଛି ଚର୍ଚ୍ଚା। ଏହି ସାଂସଦ ଜଣଙ୍କ ହେଉଛନ୍ତି ମୀନାକ୍ଷୀ ଲେଖି। ସେ ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

ଗତକାଲି ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ପକ୍ଷରୁ ଆୟୋଜିତ ‘ସ୍ୱସ୍ଥ୍ ସାରଥୀ’ ଅଭିଯାନର ଉଦ୍‌ଘାଟନ କରିବା ପାଇଁ ଆସିଥିଲେ। ସେଠାରେ ସେ ‘ସ୍ୱଛ୍ ଭାରତ, ସ୍ୱସ୍ଥ୍ ଭାରତ’କୁ ଠିକ୍ ଭାବେ ହିନ୍ଦୀରେ ଲେଖି ପାରିଲେ ନାହିଁ। ସେ ‘ସଓଛ ଭାରତ, ସଓସ୍ଥ ଭାରତ’ ଲେଖି ଦେଇଥିଲେ। ସେ ଭୁଲ୍ ହିନ୍ଦୀ ଲେଖୁଥିବାର ଫଟୋ ଟ୍ୱିଟ୍‌ରରେ ଭାଇରାଲ ହଉଛି। ଅବଶ୍ୟ ସାଂସଦ ଲେଖି ନିଜ ଭୁଲ୍ ସ୍ୱୀକାର କରିଛନ୍ତି ଓ ଆଗକୁ ଏମିତି ହେବ ନାହିଁ ବୋଲି କହିଛନ୍ତି। ସେ ହିନ୍ଦୀରେ ଟ୍ୱିଟ୍ କରି ଏ କଥା ଜଣାଇଛନ୍ତି। ତେବେ ତାଙ୍କ ଟ୍ୱିଟ୍‌ରେ ବି ଏକାଧିକ ଭୁଲ୍ ରହିଛି। ଟ୍ୱିଟ୍‌ରେ ସେ ଲେଖିଛନ୍ତି ଯେ ଷଷ୍ଠ ଶ୍ରେଣୀ ପରେ ସେ ଆଉ ହିନ୍ଦୀ ପଢ଼ି ନାହାନ୍ତି। ଶିଖିବା ପାଇଁ ଚେଷ୍ଟା କରୁଛନ୍ତି। ଆଗକୁ ଏମିତି ଭୁଲ୍ ହେବ ନାହିଁ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନ ଓ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ ପ୍ରମୁଖ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story