ବୁର୍ଖା ପିନ୍ଧି ଭୋଟ୍‌ ଦେଉଥିଲେ ନକଲି ଭୋଟର, ଧରିନେଲା ପୁଲିସ୍‌

ଅମରୋହ(ଉତ୍ତର ପ୍ରଦେଶ) : ଚଳିତ ସାଧାରଣ ନିର୍ବାଚନ ଲାଗି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ୧୧ ରାଜ୍ୟ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ୯୫ଟି ଆସନ ପାଇଁ ହେଉଥିବା ଏହି ମତଦାନ ବେଳେ ନକଲି ଭୋଟର ଭୋଟ ଦେଉଥିବା ଭଳି ଗୁରୁତର ଅଭିଯୋଗ ଆସିଛି। ଉତ୍ତର ପ୍ରଦେଶର ନୌଗାଓଁ ଗ୍ରାମରେ ଏହି ନକଲି ଭୋଟର ବୁର୍ଖା ପିନ୍ଧି ଭୋଟ ଦେଇ ଧରାପଡିଛନ୍ତି। ଅଭିଯୁକ୍ତ ଭୋଟରଙ୍କୁ ପୁଲିସ୍‌ ଅଟକ ରଖିଥିବା ଅମରୋହ ଲୋକସଭା ବିଜେପି ପ୍ରାର୍ଥୀ ତଥା ସାଂସଦ କନୱର […]

naka

naka

Subhransu Sekhar
  • Published: Thursday, 18 April 2019
  • Updated: 18 April 2019, 01:17 PM IST

Sports

Latest News

ଅମରୋହ(ଉତ୍ତର ପ୍ରଦେଶ) : ଚଳିତ ସାଧାରଣ ନିର୍ବାଚନ ଲାଗି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ୧୧ ରାଜ୍ୟ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ୯୫ଟି ଆସନ ପାଇଁ ହେଉଥିବା ଏହି ମତଦାନ ବେଳେ ନକଲି ଭୋଟର ଭୋଟ ଦେଉଥିବା ଭଳି ଗୁରୁତର ଅଭିଯୋଗ ଆସିଛି। ଉତ୍ତର ପ୍ରଦେଶର ନୌଗାଓଁ ଗ୍ରାମରେ ଏହି ନକଲି ଭୋଟର ବୁର୍ଖା ପିନ୍ଧି ଭୋଟ ଦେଇ ଧରାପଡିଛନ୍ତି। ଅଭିଯୁକ୍ତ ଭୋଟରଙ୍କୁ ପୁଲିସ୍‌ ଅଟକ ରଖିଥିବା ଅମରୋହ ଲୋକସଭା ବିଜେପି ପ୍ରାର୍ଥୀ ତଥା ସାଂସଦ କନୱର ସିଂହ ତନୱର କହିଛନ୍ତି।

ଅମରୋହ ଆସନରେ ପାଖାପାଖି ୧୦୦ଟି ବୁଥ୍ ରହିଛି । ଯେଉଁଠି ପୋଲିଂ ଏଜେଣ୍ଟ ବିଜେପିର କେହି ନ ଥିବା ସାଂସଦ ତନୱର ସିଂହ କହିଛନ୍ତି। ଏହାର ଫାଇଦା ନେଇ ନକଲି ଭୋଟର ବୁର୍ଖା ପିନ୍ଧି ଭୋଟ ଦେଉଥିବା ସେ ଅଭିଯୋଗ କରିଛନ୍ତି।

ଏହି ଘଟଣା ପରେ ସେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେପଟେ ପ୍ରତିପକ୍ଷ ବିଏସପି ପ୍ରାର୍ଥୀ ଦାନିଶ ଅଲ୍ଲୀ କହିଛନ୍ତି ବିଜେପି ନିଜେ ନକଲି ଭୋଟରଙ୍କ ଜରିଆରେ ଭୋଟିଂ ପାଇଁ ଚେଷ୍ଟା କରୁଛି।

ତେବେ ଏହା ପୂର୍ବରୁ ଏପ୍ରିଲ ୧୧ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ମଧ୍ୟ ସମାନ ଅଭିଯୋଗ ଆସିଥିଲା। ମୁଜାଫରନଗର ଲୋକସଭା ଆସନ ପାଇଁ ମତଦାନ ବେଳେ ବୁର୍ଖା ପିନ୍ଧି ନକଲି ଭୋଟର ମତଦାନ କରିଥିବା ବିଜେପି ନେତା ସଞ୍ଜୀବ ବାଲିୟାନ ଅଭିଯୋଗ କରିଥିଲେ। ଯାହାର ଅଭିଯୋଗ ନିର୍ବାଚନ କମିଶନଙ୍କ ହସ୍ତଗତ ହୋଇ ନ ଥିଲା। ଏଣୁ ସମସ୍ତ ବୁର୍ଖା ପିନ୍ଧା ମହିଳାଙ୍କର ତଦନ୍ତ ହେବା ଦରକାର ବୋଲି ସେ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story