ନିର୍ବାଚନରେ ଅଧିକ ଖର୍ଚ୍ଚ ପାଇଁ ସାଂସଦ ପଦ ହରାଇବେ ସନ୍ନି!

ନୂଆଦିଲ୍ଲୀ: ଅଭିନୟରୁ ରାଜନୀତିକୁ ଆସି ବିଜେପି ଟିକେଟ୍‌ରୁ ସାଂସଦ ହୋଇଥିବା ସନ୍ନି ଦେଓଲଙ୍କ ପାଇଁ ଅଡ଼ୁଆ ହୋଇଛି ନିର୍ବାଚନୀ ଖର୍ଚ୍ଚ। ବର୍ତ୍ତମାନ ନିର୍ବାଚନ କମିଶନ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ଏବଂ ତାଙ୍କ ସାଂସଦ ପଦ ଯାଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ନିର୍ବାଚନ କ୍ୟାମ୍ପେନ୍‌ ପାଇଁ ୭୦ ଲକ୍ଷ ଟଙ୍କା ସର୍ବାଧିକ ଖର୍ଚ୍ଚ ପାଇଁ ନିୟମ ରହିଥିଲାବେଳେ ସେ ୮୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗ ହୋଇଛି। ଆଉ ଏଥିପାଇଁ ଇସି ସନ୍ନିଙ୍କୁ ନୋଟିସ୍‌ […]

sunny-1..

sunny-1..

Subrat Kumar Nayak
  • Published: Wednesday, 19 June 2019
  • Updated: 19 June 2019, 05:03 PM IST

Sports

Latest News

ନୂଆଦିଲ୍ଲୀ: ଅଭିନୟରୁ ରାଜନୀତିକୁ ଆସି ବିଜେପି ଟିକେଟ୍‌ରୁ ସାଂସଦ ହୋଇଥିବା ସନ୍ନି ଦେଓଲଙ୍କ ପାଇଁ ଅଡ଼ୁଆ ହୋଇଛି ନିର୍ବାଚନୀ ଖର୍ଚ୍ଚ। ବର୍ତ୍ତମାନ ନିର୍ବାଚନ କମିଶନ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ଏବଂ ତାଙ୍କ ସାଂସଦ ପଦ ଯାଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ନିର୍ବାଚନ କ୍ୟାମ୍ପେନ୍‌ ପାଇଁ ୭୦ ଲକ୍ଷ ଟଙ୍କା ସର୍ବାଧିକ ଖର୍ଚ୍ଚ ପାଇଁ ନିୟମ ରହିଥିଲାବେଳେ ସେ ୮୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗ ହୋଇଛି। ଆଉ ଏଥିପାଇଁ ଇସି ସନ୍ନିଙ୍କୁ ନୋଟିସ୍‌ ପଠାଇପାରନ୍ତି।

ଇସିଙ୍କ କହିବା ଅନୁଯାୟୀ, ନିର୍ବାଚନୀ ଖର୍ଚ୍ଚ ପାଇଁ ଧାର୍ଯ୍ୟ ହୋଇଥିବା ସୀମା ଟପିଲେ ସେଭଳି ସାଂସଦଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଭଳି ସାଂସଦଙ୍କୁ ନିଲମ୍ବନ କରିବାର କ୍ଷମତା ମଧ୍ୟ ଇସିଙ୍କ ପାଖରେ ରହିଛି।

ନିର୍ବାଚନର କିଛି ଦିନ ପୂର୍ବରୁ ହିଁ ସନ୍ନି ବିଜେପିରେ ଯୋଗଦେଇଥିଲେ। ବିଜେପି ସନ୍ନିଙ୍କୁ ଗୁରୁଦାସପୁରରୁ ପ୍ରାର୍ଥୀ କରିଥିଲା। ସେ ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନୀଲ ଜାଖଡ଼ଙ୍କୁ ୮୦ ହଜାର ଭୋଟ୍‌ରେ ହରାଇଥିଲେ। ଏହା ପୂର୍ବରୁ ଅଭିନେତା ବିନୋଦ ଖାନ୍ନାଙ୍କ ଆସନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story