ସୋନିଆଙ୍କ ବିରୋଧରେ ପ୍ରାର୍ଥୀ ହେଲେ ପୂର୍ବତନ କଂଗ୍ରେସ ନେତା

ନୂଆଦିଲ୍ଲୀ: ଆଜି ବିଜେପି ପକ୍ଷରୁ ୩ ହେଭିୱେଟ୍‌ ନେତାଙ୍କ ବିରୋଧରେ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଉତ୍ତର ପ୍ରଦେଶର ରାଏବରେଲୀରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ତାଙ୍କ ବିରୋଧରେ ପୂର୍ବତନ କଂଗ୍ରେସ ନେତା ଦୀନେଶ ପ୍ରତାପ ସିଂହଙ୍କୁ ପ୍ରାର୍ଥୀ କରିଛି। ଗତବର୍ଷ ପ୍ରତାପ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିଲେ। ରାଏବରେଲୀରେ ପ୍ରତାପଙ୍କର ବେଶ ଦବଦବା ରହିଛି। ସେହିପରି ଅନ୍ୟତମ ହେଭିୱେଟ୍‌ ତଥା ସମାଜାବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ […]

sas

sas

Hemant Lenka
  • Published: Wednesday, 03 April 2019
  • Updated: 03 April 2019, 05:51 PM IST

Sports

Latest News

ନୂଆଦିଲ୍ଲୀ: ଆଜି ବିଜେପି ପକ୍ଷରୁ ୩ ହେଭିୱେଟ୍‌ ନେତାଙ୍କ ବିରୋଧରେ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଉତ୍ତର ପ୍ରଦେଶର ରାଏବରେଲୀରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ତାଙ୍କ ବିରୋଧରେ ପୂର୍ବତନ କଂଗ୍ରେସ ନେତା ଦୀନେଶ ପ୍ରତାପ ସିଂହଙ୍କୁ ପ୍ରାର୍ଥୀ କରିଛି। ଗତବର୍ଷ ପ୍ରତାପ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିଲେ। ରାଏବରେଲୀରେ ପ୍ରତାପଙ୍କର ବେଶ ଦବଦବା ରହିଛି।

ସେହିପରି ଅନ୍ୟତମ ହେଭିୱେଟ୍‌ ତଥା ସମାଜାବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ବିରୋଧରେ ବିଜେପି ପ୍ରେମ ସିଂହ ସାକ୍ଷଙ୍କୁ ପ୍ରାର୍ଥୀ କରିଛି। ମୁଲାୟମ ଓ ପ୍ରେମଙ୍କ ମଧ୍ୟରେ ମୈନପୁର ଆସନରେ ଟକ୍କର ହେବ।

ମୁଲାୟମ ସିଂହଙ୍କ ପୁଅ ଅଖିଲେଶ ଯାଦବଙ୍କ ବିରୋଧରେ ବିଜେପି ଭୋଜପୁରୀ ଅଭେନତା ଓ କଣ୍ଠଶିଳ୍ପୀ ଦୀନେଶ ଲାଲ ଯାଦବଙ୍କୁ ପ୍ରାର୍ଥୀ କରିଛି। ଅଖିଲେଶ ଏଥର ଆଜମଗଡ଼ ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ଏହି ୩ ହେଭିୱେଟ୍‌ଙ୍କୁ ଚେକ୍‌ ଦେବାକୁ ବିଜେପି କରିଥିବା ରଣନୀତି କାମ ଦେବ କି ନାହିଁ, ତାହା ମେ’ ୨୩ ଫଳାଫଳ ପ୍ରକାଶ ପରେ ଜଣାପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story