ଦଳୀୟ ସାଂସଦଙ୍କୁ ହିସାବ ମାଗିଲେ ଅମିତ୍ ଶାହ

ନୂଆଦିଲ୍ଲୀ: ୨୦୧୪ରେ ସାଂସଦ ଭାବେ ନିର୍ବାଚିତ ହେବା ପରେ କଣ କରିଛ ? ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ କେତେ ପହଞ୍ଚାଇଛ? ଏଭଳି କିଛି ପ୍ରଶ୍ନ ସହ ୨ ଫର୍ଦ୍ଦ ସାଧା କାଗଜରେ ଦଳୀୟ ସାଂସଦଙ୍କୁ ଜବାବ ମାଗିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ଏମିତିକି ମୋଦି ସରକାରଙ୍କ ସଫଳ ୫ଟି ଯୋଜନା ବାବଦରେ ନିଜ ସଂସଦୀୟ କ୍ଷେତ୍ରରେ କେତେ କାର୍ଯ୍ୟକାରୀ ହୋଇଛି, ନିଜ ସଂସଦୀୟ କ୍ଷେତ୍ରରେ ସହିଦଙ୍କ ସଂଖ୍ୟା ମଧ୍ୟ ବିଜେପି ମାଗିଛି ବୋଲି […]

ui

ui

Hemant Lenka
  • Published: Thursday, 07 March 2019
  • Updated: 07 March 2019, 09:38 PM IST

Sports

Latest News

ନୂଆଦିଲ୍ଲୀ: ୨୦୧୪ରେ ସାଂସଦ ଭାବେ ନିର୍ବାଚିତ ହେବା ପରେ କଣ କରିଛ ? ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ କେତେ ପହଞ୍ଚାଇଛ? ଏଭଳି କିଛି ପ୍ରଶ୍ନ ସହ ୨ ଫର୍ଦ୍ଦ ସାଧା କାଗଜରେ ଦଳୀୟ ସାଂସଦଙ୍କୁ ଜବାବ ମାଗିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ।

ଏମିତିକି ମୋଦି ସରକାରଙ୍କ ସଫଳ ୫ଟି ଯୋଜନା ବାବଦରେ ନିଜ ସଂସଦୀୟ କ୍ଷେତ୍ରରେ କେତେ କାର୍ଯ୍ୟକାରୀ ହୋଇଛି, ନିଜ ସଂସଦୀୟ କ୍ଷେତ୍ରରେ ସହିଦଙ୍କ ସଂଖ୍ୟା ମଧ୍ୟ ବିଜେପି ମାଗିଛି ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

ଯେହେତୁ ବିରୋଧୀ ଏକ ହୋଇ ବିଜେପିକୁ ସାମ୍ନା କରିବେ ତେଣୁ ଦଳ ଏଥର ଯୋଗ୍ୟତା ଓ ଜିତିବାର ଅଧିକ ସମ୍ଭାବନାକୁ ବିଚାରକୁ ନେଇ ବିଜେପି ପ୍ରାର୍ଥୀ ବାଛିବ ବୋଲି ଜଣାପଡ଼ିଛି। ତେଣୁ ଗ୍ରାଉଣ୍ଡ ଲେଭେଲରେ ସମସ୍ତ ସ୍ଥିତି ଯାଞ୍ଚ କରି ବିଜେପି ପ୍ରାର୍ଥୀ ଦେବା ସହ ସାଂସଦଙ୍କ ରିପୋର୍ଟକୁ ଭିତ୍ତି କରି ନିର୍ବାଚନୀ ଏଜେଣ୍ଡା ପ୍ରସ୍ତୁତ କରିବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story