ବିଜେପିର ଜାତୀୟ କାର୍ଯ୍ୟକାରିଣୀ ଉଦ୍‌ଘାଟନ କଲେ ମୋଦି

ଆଲ୍ଲାହାବାଦ: ଆଜିଠାରୁ ଆଲ୍ଲାହାବାଦରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍‌ଘାଟନ କରିଛନ୍ତି। କାର୍ଯ୍ୟକାରିଣୀରେ ବରିଷ୍ଠ କେନ୍ଦ୍ର ମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ବରିଷ୍ଠ ନେତା, ଦଳୀୟ ସାଂସଦ ଓ ବିଧାୟକମାନେ ଯୋଗ ଦେଇଛନ୍ତି। ଆସନ୍ତାକାଲି ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକାରିଣୀରେ ଏନ୍‌ଡିଏ ସରକାରର ବିଭିନ୍ନ ସଫଳତା ଉପରେ ଆଲୋଚନା କରାଯିବ। ଏହାସହ ଆସନ୍ତ ଉତ୍ତପ୍ରଦେଶ, ପଞ୍ଜବ, ଉତ୍ତରାଖଣ୍ଡ ଓ ଗୋଆ ନିର୍ବାଚନକୁ ଆଖିରେ ରଖି ଦଳର ସାଂଗଠନିକ […]

modi

Rakesh Mallick
  • Published: Sunday, 12 June 2016
  • , Updated: 12 June 2016, 10:45 PM IST

ଆଲ୍ଲାହାବାଦ: ଆଜିଠାରୁ ଆଲ୍ଲାହାବାଦରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍‌ଘାଟନ କରିଛନ୍ତି। କାର୍ଯ୍ୟକାରିଣୀରେ ବରିଷ୍ଠ କେନ୍ଦ୍ର ମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ବରିଷ୍ଠ ନେତା, ଦଳୀୟ ସାଂସଦ ଓ ବିଧାୟକମାନେ ଯୋଗ ଦେଇଛନ୍ତି।

ଆସନ୍ତାକାଲି ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକାରିଣୀରେ ଏନ୍‌ଡିଏ ସରକାରର ବିଭିନ୍ନ ସଫଳତା ଉପରେ ଆଲୋଚନା କରାଯିବ। ଏହାସହ ଆସନ୍ତ ଉତ୍ତପ୍ରଦେଶ, ପଞ୍ଜବ, ଉତ୍ତରାଖଣ୍ଡ ଓ ଗୋଆ ନିର୍ବାଚନକୁ ଆଖିରେ ରଖି ଦଳର ସାଂଗଠନିକ ସ୍ଥିତି ସୁଦୃଢ କରିବା ନେଇ ରୋଡ୍‌ମ୍ୟାପ ପ୍ରସ୍ତୁତ କରାଯିବ। କାର୍ଯ୍ୟକାରିଣୀରେ ଓଡ଼ିଶାରୁ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମଙ୍କ ସହ ୯ ଜଣ ଯୋଗ ଦେଇଛନ୍ତି।

Related story