ବିଜେପିରେ ସାମିଲ ହେଲେ ସୁରେଶ ଗୋପୀ

ନୂଆଦିଲ୍ଲୀ: ମାଲାୟମ ଫିଲ୍ମର ସୁପରଷ୍ଟାର ତଥା ରାଜ୍ୟସଭା ସାଂସଦ ସୁରେଶ ଗୋପୀ ଆଜି ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ମୁଖତାର ଅବାସ ନକଭୀ ଓ ପାର୍ଟିର ମହାସଚିବ ଭୂପେନ୍ଦ୍ର ୟାଦବଙ୍କ ଉପସ୍ଥିତିରେ ସେ ଔପଚାରିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ୫୭ ବର୍ଷୀୟ ସୁରେଶ କେରଳ ବିଧାନ ନିର୍ବାଚନରେ ବିଜେପିର ଏକମାତ୍ର ଷ୍ଟାର ପ୍ରଚାରକ ଥିଲେ। ସେ ଏବେ ରାଜ୍ୟସଭା ସାଂସଦ ଅଛନ୍ତି। ୧୯୯୮ ମସିହାରେ ଶ୍ରେଷ୍ଠ ଅଭିନେତା ପାଇଁ ତାଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି।

suresh-gopi

suresh-gopi

Rakesh Mallick
  • Published: Wednesday, 19 October 2016
  • Updated: 19 October 2016, 01:38 PM IST

Sports

Latest News

ନୂଆଦିଲ୍ଲୀ: ମାଲାୟମ ଫିଲ୍ମର ସୁପରଷ୍ଟାର ତଥା ରାଜ୍ୟସଭା ସାଂସଦ ସୁରେଶ ଗୋପୀ ଆଜି ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ମୁଖତାର ଅବାସ ନକଭୀ ଓ ପାର୍ଟିର ମହାସଚିବ ଭୂପେନ୍ଦ୍ର ୟାଦବଙ୍କ ଉପସ୍ଥିତିରେ ସେ ଔପଚାରିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

୫୭ ବର୍ଷୀୟ ସୁରେଶ କେରଳ ବିଧାନ ନିର୍ବାଚନରେ ବିଜେପିର ଏକମାତ୍ର ଷ୍ଟାର ପ୍ରଚାରକ ଥିଲେ। ସେ ଏବେ ରାଜ୍ୟସଭା ସାଂସଦ ଅଛନ୍ତି। ୧୯୯୮ ମସିହାରେ ଶ୍ରେଷ୍ଠ ଅଭିନେତା ପାଇଁ ତାଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story