କଂଗ୍ରେସ ଗଡ଼ରେ ବିଜେପିର ମେଳି: ଶାହ କହିଲେ ୩ ବର୍ଷର ହିସାବ ଦିଅନ୍ତୁ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ଗଡ଼ରେ ବିଜେପିର ହାଲ୍ଲା ବୋଲ୍। ରାହୁଲ ଗାନ୍ଧୀ  ସଂସଦୀୟ କ୍ଷେତ୍ର ଆମେଠିରେ ଦେଖିବାକୁ ମିଳିଛି ବିଜେପିର ଟାଣୁଆ ନେତାଙ୍କ ମେଳି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସ୍ମୃତି ଇରାନୀଙ୍କ ଭଳି ବିଜେପିର ତୁଙ୍ଗ ନେତା ଆମେଠିରେ ଏକାଠି ହୋଇଛନ୍ତି। ସେଠାରେ ଏହି ନେତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଫଳତା ବଖାଣିବା ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଏହିଥିରେ ଶାହ ଯୋଗ ଦେଇ କେନ୍ଦ୍ରର […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 09:32 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ଗଡ଼ରେ ବିଜେପିର ହାଲ୍ଲା ବୋଲ୍। ରାହୁଲ ଗାନ୍ଧୀ  ସଂସଦୀୟ କ୍ଷେତ୍ର ଆମେଠିରେ ଦେଖିବାକୁ ମିଳିଛି ବିଜେପିର ଟାଣୁଆ ନେତାଙ୍କ ମେଳି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସ୍ମୃତି ଇରାନୀଙ୍କ ଭଳି ବିଜେପିର ତୁଙ୍ଗ ନେତା ଆମେଠିରେ ଏକାଠି ହୋଇଛନ୍ତି। ସେଠାରେ ଏହି ନେତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଫଳତା ବଖାଣିବା ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଏହିଥିରେ ଶାହ ଯୋଗ ଦେଇ କେନ୍ଦ୍ରର ସ୍ୱଚ୍ଛ ଭାରତ ଯୋଜନାକୁ ଲୋକାଭିମୁଖି କରିବା ପାଇଁ ସାଧାରଣଲୋକଙ୍କୁ  ଆହ୍ୱାନ ଦେଇଛନ୍ତି। ଅମେଠିରେ ବିକାଶ ପାଇଁ ପ୍ରାୟ ୪୭ କୋଟିରୁ ଅଧିକ ମୂଲ୍ୟରେ ବିଭିନ୍ନ ଯୋଜନାର ପରିକଳ୍ପନା ହୋଇଥିବା ଶାହ କହିଛନ୍ତି।

ଏହି ଅବସରରେ ଶାହ ଆମେଠିର ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପାଇଁ  ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ଏକ ଯୋଜନାର ଶୁଭାରମ୍ଭ  କରିଥିଲେ। ଏଥିସହିତ ରାହୁଲଙ୍କୁ ତିନି ବର୍ଷର ବିକାଶର ହିସାବ ମଧ୍ୟ ମାଗିଥିଲେ। କଂଗ୍ରେସକୁ ଟାର୍ଗେଟ କରି ଦିଲ୍ଲୀରେ ମୋଦି ଏବ୍ଂ ଉତ୍ତରପ୍ରଦେଶରେ ଯୋଗୀ ବିକାଶର ସୂତ୍ର ବୋଲି ଅମିତ ଶାହ କହିଛନ୍ତି।

ଯୋଗୀ ଆଦିତ୍ୟ ନାଥ ବି କଂଗ୍ରେସକୁ ଆକ୍ଷେପ କରିବାକୁ ପଛାଇନଥିଲେ। ଜମି ଦୂର୍ନୀତି ମାମଲାକୁ ନେଇ ତୀକ୍ଷ୍ଣ ବାଣ ଗାନ୍ଧି ପରିବାର ଉପରେ ଛାଡ଼ିଥିଲେ ଯୋଗୀ। ସେହିଭଳି ରାହୁଲଙ୍କ ନାଁ ନ ନେଇ  ଇଙ୍ଗିତ କରିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଈରାନୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story