ଚିଦାମ୍ବରମ୍‌ଙ୍କ ମନ୍ତବ୍ୟ ହିଂସା ଉଦ୍ରେକକାରୀ: ବିଜେପି

ନୂଆଦିଲ୍ଲୀ: ଜମ୍ମୁକଶ୍ମୀର ମୁସଲିମବହୁଳ ଅଞ୍ଚଳ ହୋଇଥିବାରୁ କେନ୍ଦ୍ର ସରକାର ୩୭୦ ଧାରା ଉଚ୍ଛେଦ କଲେ ବୋଲି କଂଗ୍ରେସ ନେତା ପି ଚିଦାମ୍ବରମ୍‌ଙ୍କ ମନ୍ତବ୍ୟକୁ ଦାୟିତ୍ୱହୀନ ଏବଂ ହିଂସା ଉଦ୍ରେକକାରୀ ବୋଲି କହିଛି ବିଜେପି। ଚିଦାମ୍ବରମ୍‌ କହିଥିଲେ ସେହି ରାଜ୍ୟ ହିନ୍ଦୁ ବହୁଳ ଅଞ୍ଚଳ ହୋଇଥିଲେ ଏପରି ହୋଇ ନଥାନ୍ତା। ପାକିସ୍ତାନକୁ ସୁହାଇବା ଭଳି ମନ୍ତବ୍ୟ ଦେଇ ପୂର୍ବରୁ ବହୁ କଂଗ୍ରେସ ନେତା ଅଡ଼ୁଆରେ ପଡ଼ିଥିବାବେଳେ ଏଥିରେ ଏବେ ଚିଦାମ୍ବରମ୍‌ଙ୍କ ନାଁ ଯୋଡ଼ିହୋଯାଇଛି। ବିଜେପି ପକ୍ଷରୁ ଆଇନ ମନ୍ତ୍ରୀ […]

chidambaram

chidambaram

Subrat Kumar Nayak
  • Published: Monday, 12 August 2019
  • Updated: 12 August 2019, 06:09 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁକଶ୍ମୀର ମୁସଲିମବହୁଳ ଅଞ୍ଚଳ ହୋଇଥିବାରୁ କେନ୍ଦ୍ର ସରକାର ୩୭୦ ଧାରା ଉଚ୍ଛେଦ କଲେ ବୋଲି କଂଗ୍ରେସ ନେତା ପି ଚିଦାମ୍ବରମ୍‌ଙ୍କ ମନ୍ତବ୍ୟକୁ ଦାୟିତ୍ୱହୀନ ଏବଂ ହିଂସା ଉଦ୍ରେକକାରୀ ବୋଲି କହିଛି ବିଜେପି। ଚିଦାମ୍ବରମ୍‌ କହିଥିଲେ ସେହି ରାଜ୍ୟ ହିନ୍ଦୁ ବହୁଳ ଅଞ୍ଚଳ ହୋଇଥିଲେ ଏପରି ହୋଇ ନଥାନ୍ତା। ପାକିସ୍ତାନକୁ ସୁହାଇବା ଭଳି ମନ୍ତବ୍ୟ ଦେଇ ପୂର୍ବରୁ ବହୁ କଂଗ୍ରେସ ନେତା ଅଡ଼ୁଆରେ ପଡ଼ିଥିବାବେଳେ ଏଥିରେ ଏବେ ଚିଦାମ୍ବରମ୍‌ଙ୍କ ନାଁ ଯୋଡ଼ିହୋଯାଇଛି।

ବିଜେପି ପକ୍ଷରୁ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହି ମନ୍ତବ୍ୟର ଜବାବ ଦେଇଛନ୍ତି। ପୂର୍ବରୁ ଶିବରାଜ ସିଂହ ଚୌହାନ କହିଥିଲେ, କଂଗ୍ରେସ ଏହି ଘଟଣାକୁ ଧାର୍ମିକ ରଙ୍ଗରେ ରଙ୍ଗାଇବାର ପ୍ରୟାସ କରୁଛି। ସେହିଭଳି କେନ୍ଦ୍ରମନ୍ତ୍ରୀ ମୁକ୍ତାର ଅବ୍ବାସ୍‌ ନକ୍‌ଭି କହିଥିଲେ, ଏହି ନିଷ୍ପତ୍ତି ଜାତୀୟ ସ୍ୱାର୍ଥ ସମ୍ବଳିତ ହୋଇଥିଲେ ହେଁ କଂଗ୍ରେସ ଏହାକୁ ଧାର୍ମିକ ରଙ୍ଗ ଦେବା ଉଚିତ ନୁହେଁ।

ସେହିଭଳି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ଏହା କଂଗ୍ରେସର ସଂକୀର୍ଣ୍ଣ ମାନସିକତା ଯାହାକି ଏହି ପ୍ରସଙ୍ଗକୁ ହିନ୍ଦୁ-ମୁସଲିମ୍‌ ପରିପ୍ରେକ୍ଷୀରେ ଦେଖୁଛି। ରବିଶଙ୍କର ପ୍ରସାଦ କହିଛନ୍ତି, ଏହି ନିଷ୍ପତ୍ତି ଜମ୍ମୁ-କଶ୍ମୀରବାସୀଙ୍କ ସ୍ୱାର୍ଥ ପାଇଁ ଏବଂ ବିକାଶ ପାଇଁ ନିଆଯାଇଛି। ଗତ କିଛି ଦଶନ୍ଧିରେ ହିଂସା କାରଣରୁ ୪୨୦୦୦ରୁ ଊର୍ଦ୍ଧ୍ୱ ଲୋକ ଜୀବନ ହରାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମୁସଲିମ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story