ରବର୍ଟ ଭଦ୍ରାଙ୍କୁ ନେଇ କଂଗ୍ରେସ ପୁଣି ଅଡ଼ୁଆରେ: ବେଆଇନ୍ ଅସ୍ତ୍ରଶସ୍ତ୍ର ବିକ୍ରି ମାମଲାରେ ଛନ୍ଦି ହେଲା ଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଥରେ ରବର୍ଟ ଭଦ୍ରାଙ୍କୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି। ବେଆଇନ ଅସ୍ତ୍ରଶସ୍ତ୍ର ବିକ୍ରି ମାମଲାରେ ଅଭିଯୁକ୍ତ ସଞ୍ଜୟ ଭଣ୍ଡାରେଙ୍କ ସହ ରବର୍ଟ ଭଦ୍ରାଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ କରିଛି ବିଜେପି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ରାହୁଲ ଓ ସୋନିଆଙ୍କ ଭୂମିକାକୁ ନେଇ ଆପତ୍ତି ଉଠାଇଛନ୍ତି। ଏକ ଜାତୀୟ ଟିଭି ଚ୍ୟାନେଲ ଭଦ୍ରାଙ୍କ ସହ ସଞ୍ଜୟଙ୍କ ଲିଙ୍କ୍ ନେଇ ଖବର ପ୍ରସାରଣ କରିଥିଲା। ବନ୍ଧୁକ […]

robert-vadra-rahul-_380_gettyimages

robert-vadra-rahul-_380_gettyimages

Rakesh Mallick
  • Published: Tuesday, 17 October 2017
  • Updated: 17 October 2017, 06:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଥରେ ରବର୍ଟ ଭଦ୍ରାଙ୍କୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି। ବେଆଇନ ଅସ୍ତ୍ରଶସ୍ତ୍ର ବିକ୍ରି ମାମଲାରେ ଅଭିଯୁକ୍ତ ସଞ୍ଜୟ ଭଣ୍ଡାରେଙ୍କ ସହ ରବର୍ଟ ଭଦ୍ରାଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ କରିଛି ବିଜେପି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ରାହୁଲ ଓ ସୋନିଆଙ୍କ ଭୂମିକାକୁ ନେଇ ଆପତ୍ତି ଉଠାଇଛନ୍ତି। ଏକ ଜାତୀୟ ଟିଭି ଚ୍ୟାନେଲ ଭଦ୍ରାଙ୍କ ସହ ସଞ୍ଜୟଙ୍କ ଲିଙ୍କ୍ ନେଇ ଖବର ପ୍ରସାରଣ କରିଥିଲା। ବନ୍ଧୁକ ଡିଲର ସଞ୍ଜୟ ଭଦ୍ରାଙ୍କ ପାଇଁ ବିମାନ ଟିକଟ୍ ବୁକ୍ କରିଥିଲେ। ଇଂଲଣ୍ଡରେ ଭଦ୍ରାଙ୍କ ଦୁଇଟି ଘରକୁ ନବୀକରଣ ବି କରାଇଥିଲେ ସଞ୍ଜୟ। ତେବେ ଏତେ ସବୁ ଅଭିଯୋଗ ପରେ ବି କଂଗ୍ରେସ କାହିଁକି ଚୁପ୍ ରହିଛି, ସେନେଇ ପ୍ରଶ୍ନ କରିଛନ୍ତି ନିର୍ମଳା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story