ରାଜସ୍ଥାନରେ ବିଜେପି ଆରଏଲପି ମେଣ୍ଟ

ଜୟପୁର: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ରାଜସ୍ଥାନରେ ବିଜେପି ଆଞ୍ଚଳିକ ଦଳ ରାଜସ୍ଥାନ ଲୋକତାନ୍ତ୍ରିକ ପାର୍ଟି(ଆରଏଲପି) ସହ ମେଣ୍ଟ କରିଛି। ମୋଟ ୨୫ଟି ଆସନରୁ ୨୪ଟିରେ ବିଜେପି ଲଢ଼ିବାକୁ ଥିବାବେଳେ ଗୋଟିଏ ଆସନରେ ଆରଏଲପି ଲଢ଼ିବ ବୋଲି ନିଷ୍ପତ୍ତି ହୋଇଛି। ରାଜସ୍ଥାନ ବିଜେପି ସଭାପତି ମଦନ ଲାଲ ସାଇନି ଏହି ଘୋଷଣା କରିଛନ୍ତି। ବିକାଶର ଧାରାକୁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ବିଜେପି ସହିତ ମେଣ୍ଟ ହୋଇଛି ବୋଲି ଆରଏଲପି କହିଛି। ନୋଗାର ଆସନରୁ ଆରଏଲପି […]

bjp rlp tie up for election

bjp rlp tie up for election

Subhransu Sekhar
  • Published: Thursday, 04 April 2019
  • Updated: 04 April 2019, 02:38 PM IST

Sports

Latest News

ଜୟପୁର: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ରାଜସ୍ଥାନରେ ବିଜେପି ଆଞ୍ଚଳିକ ଦଳ ରାଜସ୍ଥାନ ଲୋକତାନ୍ତ୍ରିକ ପାର୍ଟି(ଆରଏଲପି) ସହ ମେଣ୍ଟ କରିଛି। ମୋଟ ୨୫ଟି ଆସନରୁ ୨୪ଟିରେ ବିଜେପି ଲଢ଼ିବାକୁ ଥିବାବେଳେ ଗୋଟିଏ ଆସନରେ ଆରଏଲପି ଲଢ଼ିବ ବୋଲି ନିଷ୍ପତ୍ତି ହୋଇଛି। ରାଜସ୍ଥାନ ବିଜେପି ସଭାପତି ମଦନ ଲାଲ ସାଇନି ଏହି ଘୋଷଣା କରିଛନ୍ତି।
ବିକାଶର ଧାରାକୁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ବିଜେପି ସହିତ ମେଣ୍ଟ ହୋଇଛି ବୋଲି ଆରଏଲପି କହିଛି। ନୋଗାର ଆସନରୁ ଆରଏଲପି ପ୍ରାର୍ଥୀ ବେନିୱାଲ ହୋଇଛନ୍ତି। ବେନିୱାଲ ରାଜସ୍ଥାନର ଖିମ୍ବସାର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଅଛନ୍ତି। ଆରଏଲପି ପ୍ରଥମେ କଂଗ୍ରେସ ସହ ମେଣ୍ଟ କରିବାକୁ ଚାହୁଁଥିଲା, ହେଲେ କଂଗ୍ରେସ ସେଥିରେ ରାଜି ନହେବାରୁ ଦଳ ବିଜେପି ସହ ମେଣ୍ଚ କରିଥିବା ଜଣାପଡ଼ିଛି।
 
ପୂର୍ବରୁ ବେନିୱାଲ ବିଜେପିରେ ଥିଲେ। ହେଲେ ଦଳକୁ ଦୁର୍ନୀତିଗ୍ରସ୍ତ ବୋଲି କହିବା ପରେ ବିଜେପି ତାଙ୍କୁ ବହିଷ୍କାର କରିଥିଲା। ଏହାପରେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇ ବିଧାୟକ ହେବାରେ ସକ୍ଷମ ହୋଇଥିଲେ ବେନିୱାଲ। ୨୯ ଅକ୍ଟୋବର, ୨୦୧୮ରେ ବେନିୱାଲ ରାଜସ୍ଥାନ ଲୋକତାନ୍ତ୍ରିକ ପାର୍ଟି ଗଢ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story