ସାମ୍ପ୍ରଦାୟିକତାକୁ ଅସ୍ତ୍ର କରିଛି ବିଜେପି: ଶ୍ରୀପ୍ରକାଶ ଜୈସୱାଲ

ଲକ୍ଷ୍ନୋ: ବିହାର ବିଧାନସଭା ନିର୍ବାଚନରେ ବିଜେପି ସାମ୍ପ୍ରଦାୟିକତାକୁ ଅସ୍ତ୍ର କରିଛି। ଏହା ହିଁ ବିଜେପି ପାଇଁ ପରାଜୟ ଆଣିବ। ଏଥିପାଇଁ ବିହାରରେ ଧୂଳି ଚାଟିବ ବିଜେପି। ଶନିବାର ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀପ୍ରକାଶ ଜୈସୱାଲ। ବିଜେପି ମୁଖ୍ୟ ଅମିତ ଶାହାଙ୍କ ବିହାରରେ ‘ବିଜେପି ହାରିଲେ ପାକିସ୍ତାନରେ ଫୁଟିବ ବାଣ’ ମନ୍ତବ୍ୟ ଉପରେ ମତ ରଖି ଜୈସୱାଲ ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ଉତ୍ତରପ୍ରଦେଶରେ ସାମ୍ପ୍ରଦାୟିକତା […]

SRIPRAKASH JAISWAL

SRIPRAKASH JAISWAL

Rakesh Mallick
  • Published: Saturday, 31 October 2015
  • Updated: 31 October 2015, 02:10 PM IST

Sports

Latest News

ଲକ୍ଷ୍ନୋ: ବିହାର ବିଧାନସଭା ନିର୍ବାଚନରେ ବିଜେପି ସାମ୍ପ୍ରଦାୟିକତାକୁ ଅସ୍ତ୍ର କରିଛି। ଏହା ହିଁ ବିଜେପି ପାଇଁ ପରାଜୟ ଆଣିବ। ଏଥିପାଇଁ ବିହାରରେ ଧୂଳି ଚାଟିବ ବିଜେପି। ଶନିବାର ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀପ୍ରକାଶ ଜୈସୱାଲ। ବିଜେପି ମୁଖ୍ୟ ଅମିତ ଶାହାଙ୍କ ବିହାରରେ ‘ବିଜେପି ହାରିଲେ ପାକିସ୍ତାନରେ ଫୁଟିବ ବାଣ’ ମନ୍ତବ୍ୟ ଉପରେ ମତ ରଖି ଜୈସୱାଲ ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ଉତ୍ତରପ୍ରଦେଶରେ ସାମ୍ପ୍ରଦାୟିକତା ପରିବେଶ ସୃଷ୍ଟି କରି ବିଜେପି କେବଳ ରାଜନୈତିକ ଫାଇଦା ଉଠାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story